ବାରବାଟୀ ଟି-20; ୧୦ରେ ଭୁବନେଶ୍ୱର ପହଞ୍ଚିବେ ଉଭୟ ଟିମ୍‌ର ଖେଳାଳି

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ।  ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। କୋଭିଡ ଗାଇଡଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ। ଗତକାଲିଠୁ  ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚର ଅଫ୍‌ଲାଇନରେ ଟିକଟେ ବିକ୍ରି ଆରମ୍ଭ […]

cuttack

cuttack

Tapaswini Nayak
  • Published: Wednesday, 08 June 2022
  • Updated: 08 June 2022, 08:49 AM IST

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ।  ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି।

କୋଭିଡ ଗାଇଡଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ। ଗତକାଲିଠୁ  ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚର ଅଫ୍‌ଲାଇନରେ ଟିକଟେ ବିକ୍ରି ଆରମ୍ଭ ହୋଇଛି।  ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନକୁ ଟିକେଟ ପ୍ରଦାନ କରାଯାଇଛି। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି କରାଯିବ ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ୧୬ ହଜାର ୧୫୪ଟି ଟିକେଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story