ଭାରତକୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନୁମତି ମିଳିଥିଲା: ଆଇସିସି

ଦୁବାଇ: ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିମାନଙ୍କୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମତି ଦେଇଥିଲା । ଏ ନେଇ ସୋମବାର ଆଇସିସି ସ୍ପଷ୍ଟ କରି ଦେଇଛି । ଆଇସିସି ପକ୍ଷରୁ କୁହାଯାଇଛି ଯେ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଏବଂ ମ୍ୟାଚରେ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ବିସିସିଆଇ ଆମକୁ ଅନୁମତି ମାଗିଥିଲା ଏବଂ ଟିମ୍ ଇଣ୍ଡିଆକୁ ଏହାର ଅନୁମତି ମଧ୍ୟ ମିଳିଥିଲା […]

dw

dw

Subhransu Sekhar
  • Published: Monday, 11 March 2019
  • Updated: 11 March 2019, 09:10 PM IST

Sports

Latest News

ଦୁବାଇ: ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିମାନଙ୍କୁ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମତି ଦେଇଥିଲା । ଏ ନେଇ ସୋମବାର ଆଇସିସି ସ୍ପଷ୍ଟ କରି ଦେଇଛି ।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଏବଂ ମ୍ୟାଚରେ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ବିସିସିଆଇ ଆମକୁ ଅନୁମତି ମାଗିଥିଲା ଏବଂ ଟିମ୍ ଇଣ୍ଡିଆକୁ ଏହାର ଅନୁମତି ମଧ୍ୟ ମିଳିଥିଲା । ତେଣୁ ଏହାକୁ ନେଇ ଆଉ କୌଣସି ପ୍ରଶ୍ନ ନଉଠିବା ଦରକାର ବୋଲି ଆଇସିସି ଆଜି ସ୍ପଷ୍ଟ କରିଛି ।

ଭାରତର ଏହି ପଦକ୍ଷେପକୁ ନେଇ ପୂର୍ବରୁ ପାକିସ୍ତାନ ଆପତ୍ତି କରିଥିଲା । ଏପରିକି ଆଜି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଏହସାନ୍ ମନି ଏହି ମାମଲା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ବିସିସିଆଇ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ଆଇସିସିଠାରୁ ଅନୁମତି ନେଇଥିଲା ଏବଂ ଏହାର ଉପଯୋଗ ସେମାନେ ଅନ୍ୟ ଉଦ୍ଦେଶ୍ୟ ପାଇଁ କରିଛନ୍ତି, ଯାହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ ।

ତେଣୁ ବିସିସିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଆଇସିସି ନିକଟରେ ଅପିଲ୍ କରିଛୁ । କ୍ରିକେଟର ଉପଯୋଗ ରାଜନୀତିରେ କରାନଯାଉ । ଦ୍ୱିତୀୟଥର ପାଇଁ ବିସିସିଆଇ କ୍ରିକେଟକୁ ରାଜନୀତିକରଣ କରିଛି । ଏହା ପୂର୍ବରୁ ମଧ୍ୟ ସେମାନେ ଆଇସିସିଠାରୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅନୁମତି ମାଗିଥିଲେ ଏବଂ ଏହାର ସଠିକ୍ ଉପଯୋଗ କରିପାରିନଥିଲା । ତେଣୁ ଆମେ ବିସିସିଆଇର ଏଭଳି ହୀନ ରାଜନୀତିକୁ ଆଦୌ ସ୍ୱୀକାର କରୁ ନାହୁଁ ବୋଲି ମନି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story