ଏସିଆନ୍‌ ଗେମ୍ସ: ନୌଚାଳନାରେ ଭାରତକୁ ୧ ରୌପ୍ୟ ଓ ୨ ବ୍ରୋଞ୍ଜ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ତ୍ରୟୋଦଶ ଦିନରେ ଭାରତକୁ ନୌଚାଳନାରେ ୩ଟି ପଦକ ମିଳିଛି। ମହିଳା ବର୍ଗ ନୌଚାଳନାରେ ବର୍ଷା ଗୌତମ ଓ ଶ୍ୱେତା ଶେରଭେଗାର ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତଛନ୍ତି। ୨୦ ବର୍ଷୀୟ ବର୍ଷା ଓ ୨୭ ବର୍ଷୀୟ ଶ୍ୱେତା ମିଳିତ ଭାବେ ୧୫ଟି ରେସ୍‌ ପରେ ୪୦ ପଏଣ୍ଟ ପାଇ ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରତର ହର୍ଷିତା ତୋମାର ନୌ ଚାଳନାର ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଦେଶ ପାଇଁ ବ୍ରୋଞ୍ଜ […]

sailling3

sailling3

Sampad Mahapatra
  • Published: Friday, 31 August 2018
  • Updated: 31 August 2018, 12:48 PM IST

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ତ୍ରୟୋଦଶ ଦିନରେ ଭାରତକୁ ନୌଚାଳନାରେ ୩ଟି ପଦକ ମିଳିଛି। ମହିଳା ବର୍ଗ ନୌଚାଳନାରେ ବର୍ଷା ଗୌତମ ଓ ଶ୍ୱେତା ଶେରଭେଗାର ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତଛନ୍ତି। ୨୦ ବର୍ଷୀୟ ବର୍ଷା ଓ ୨୭ ବର୍ଷୀୟ ଶ୍ୱେତା ମିଳିତ ଭାବେ ୧୫ଟି ରେସ୍‌ ପରେ ୪୦ ପଏଣ୍ଟ ପାଇ ଏହି ସଫଳତା ହାସଲ କରିଛନ୍ତି।

ସେହିପରି ଭାରତର ହର୍ଷିତା ତୋମାର ନୌ ଚାଳନାର ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୧୬ ବର୍ଷୀୟ ହର୍ଷିତା ବ୍ୟକ୍ତିଗତ ନୌଚାଳନା ଇଭେଣ୍ଟ୍‌ର ୧୨ଟି ରେସ୍‌ ପରେ ୬୨ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପୁରୁଷ ନୌଚାଳନା ଇଭେଣ୍ଟ୍‌ରେ ବରୁଣ ଠାକର ଅଶୋକ ଓ ସିଜି କେଲାପାଣ୍ଡା ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟ୍‌ର ୧୫ଟି ରେସ୍‌ ପରେ ବରୁଣ ଓ କେଲାପାଣ୍ଡା ଯୋଡ଼ି ୫୩ ପଏଣ୍ଟ୍‌ ପାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ସ୍କ୍ୱାଶ ଟିମ୍‌ ସେମିଫାଇନାଲ୍‌ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ଭାରତ ତା’ର ପ୍ରତିପକ୍ଷ ହଂକଂଠାରୁ ୨-୦ରେ ପରାସ୍ତ ହୋଇ ଏସିଆନ୍‌ ଗେମ୍ସ ଅଭିଯାନ ଶେଷ କରିଛି।

ଏବେ ଭାରତର ପଦକ ସଂଖ୍ୟା ୬୩ରେ ପହଞ୍ଚିଛି। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି। ଚଳିତ ଏସିଆନ୍‌ ଗେମ୍ସର ପଦକ ତାଲିକାରେ ଭାରତର ସ୍ଥାନ ୮ ନଂରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story