ଋଷଭ ପନ୍ତଙ୍କ ପାଇଁ ମହାକାଳେଶ୍ୱର ମନ୍ଦିରରେ ଭାରତୀୟ ଖେଳାଳିଙ୍କ ପୂଜାର୍ଚ୍ଚନା

ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Team India

ପୂଜାର୍ଚ୍ଚନା କରୁଛନ୍ତି ଭାରତୀୟ ଖେଳାଳି

Hemant Lenka
  • Published: Monday, 23 January 2023
  • Updated: 23 January 2023, 03:23 PM IST

ମଧ୍ୟପ୍ରଦେଶର ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆରତୀ ଓ ଜଳାଭିଷେକ କରିଥିବା ଖେଳାଳିମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ରହିଥିଲେ। ସେମାନେ ସମସ୍ତେ ମହାକାଳେଶ୍ୱର ମନ୍ଦିରରେ ପନ୍ତଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା କରିଛନ୍ତି। ଟିମରେ ଥିବା ସର୍ପୋଟଷ୍ଟାଫ ଓ ଅମ୍ପାୟାରମାନେ ମଧ୍ୟ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରିଥିବା ବେଳର ଫଟୋ ସାମ୍ନାକୁ ଆସିଛି। 

ଉଜ୍ଜୟୀନର ଲୋକସଭା ସାଂସଦ ଅନୀଲ ଫିରୋଜାଇ ଏହି ସମୟରେ ୩ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ପୂଜାର୍ଚ୍ଚନା ପରେ ଭାରତୀୟ ସ୍କ୍ୱାଡର ୨୫ ଜଣ ସଦସ୍ୟ ମିଳିତ ଭାବେ ମହାନିର୍ବାଣୀ ଆଖଡ଼ାର ମହନ୍ତ ଶ୍ରୀ ବିନୀତ ଗିରିଜୀ ମହରାଜଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପୂଜାର୍ଚ୍ଚନା ପରେ ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ସେମାନେ ଟିମର ସଦସ୍ୟ ପନ୍ତ କେମିତି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ସେନେଇ ମହାକାଳଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

Also Read

ସୂର୍ଯ୍ୟ କୁମାର କହିଛନ୍ତି, “ ଆମେ ପନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛୁ। ତାଙ୍କ ପ୍ରତ୍ୟାବର୍ତ୍ତନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତି ସାରିଛୁ। ସେମାନଙ୍କ ବିରୋଧରେ ଖେଳା ଯିବାକୁ ଥିବା ଶେଷ ମ୍ୟାଚ୍‌କୁ ଅପେକ୍ଷା କରିଛୁ।”

ଭୋର ସମୟରେ ପ୍ରଭୁ ଶିବଙ୍କ ପାଖରେ ଭସ୍ମ ଆରତୀ ହୋଇଥାଏ। ଏଥିପାଇଁ ଆଜି ସକାଳୁ ୩ ଖେଳାଳି ଓ ଅନ୍ୟମାନେ ପରମ୍ପରା ଅନୁଯାୟୀ ଧୋତି ଓ ଅଙ୍ଗବସ୍ତ୍ରରମ ପିନ୍ଧି ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ସେମାନେ ନୀତିକାନ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story