Advertisment

୨୦୧୯ ଏସିଆନ୍‌ କପ୍‌ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଭାରତୀୟ ଫୁଟ୍‌ବଲ୍‌ ଦଳ

ଗୌହାଟି:୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତାକାଲି ଲାଓସ୍‌ରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇଛି। ଭାରତ ଜୁନ୍‌-୨ର ପ୍ରଥମ ମ୍ୟାଚ୍‌ରେ ସ୍ଥାନୀୟ ଦଳକୁ ଭେଈଣ୍ଟାଇନ୍‌ ୧-୦ରେ ପରାଜିତ କରିଛି। ଷ୍ଟ୍ରାଇକର ଜେଜେ ଲାଲ୍‌ପେଖୁଲୁଆଙ୍କ ଗୋଲରେ ଦଳ ପ୍ରଥମ ବିଜୟ ହାସଲ କରିଛି। ସୂଚନାଯୋଗ୍ୟ, ୨୦୧୮ ଫିଫା ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ଓ ୨୦୧୯ ଏସିଆନ୍‌ କପ୍‌ ପାଇଁ ଭାରତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ […]

author-image
Rakesh Mallick
ଭାରତର ୟୁ-୧୭ ଫୁଟବଲ୍‌ ବିଶ୍ୱକପ୍‌ ସ୍କ୍ୱାର୍ଡରେ ୫ ସ୍କାଉଟ୍‌ ଛାତ୍ର

football1

ଗୌହାଟି:୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତାକାଲି ଲାଓସ୍‌ରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇଛି।

Advertisment

ଭାରତ ଜୁନ୍‌-୨ର ପ୍ରଥମ ମ୍ୟାଚ୍‌ରେ ସ୍ଥାନୀୟ ଦଳକୁ ଭେଈଣ୍ଟାଇନ୍‌ ୧-୦ରେ ପରାଜିତ କରିଛି। ଷ୍ଟ୍ରାଇକର ଜେଜେ ଲାଲ୍‌ପେଖୁଲୁଆଙ୍କ ଗୋଲରେ ଦଳ ପ୍ରଥମ ବିଜୟ ହାସଲ କରିଛି।

ସୂଚନାଯୋଗ୍ୟ, ୨୦୧୮ ଫିଫା ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ଓ ୨୦୧୯ ଏସିଆନ୍‌ କପ୍‌ ପାଇଁ ଭାରତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ବାକି ମ୍ୟାଚ୍‌ ଜିତିଲେ ଦଳ ଏହି ଦୁଇ ମହାକୁମ୍ଭ ପାଇଁ ଯୋଗ୍ୟତା ଅର୍ଜନ କରିବ।

Advertisment