୨୦୧୯ ଏସିଆନ୍‌ କପ୍‌ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଭାରତୀୟ ଫୁଟ୍‌ବଲ୍‌ ଦଳ

ଗୌହାଟି:୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତାକାଲି ଲାଓସ୍‌ରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇଛି। ଭାରତ ଜୁନ୍‌-୨ର ପ୍ରଥମ ମ୍ୟାଚ୍‌ରେ ସ୍ଥାନୀୟ ଦଳକୁ ଭେଈଣ୍ଟାଇନ୍‌ ୧-୦ରେ ପରାଜିତ କରିଛି। ଷ୍ଟ୍ରାଇକର ଜେଜେ ଲାଲ୍‌ପେଖୁଲୁଆଙ୍କ ଗୋଲରେ ଦଳ ପ୍ରଥମ ବିଜୟ ହାସଲ କରିଛି। ସୂଚନାଯୋଗ୍ୟ, ୨୦୧୮ ଫିଫା ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ଓ ୨୦୧୯ ଏସିଆନ୍‌ କପ୍‌ ପାଇଁ ଭାରତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ […]

football1

football1

Rakesh Mallick
  • Published: Monday, 06 June 2016
  • Updated: 06 June 2016, 07:19 PM IST

ଗୌହାଟି:୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତାକାଲି ଲାଓସ୍‌ରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇଛି।

ଭାରତ ଜୁନ୍‌-୨ର ପ୍ରଥମ ମ୍ୟାଚ୍‌ରେ ସ୍ଥାନୀୟ ଦଳକୁ ଭେଈଣ୍ଟାଇନ୍‌ ୧-୦ରେ ପରାଜିତ କରିଛି। ଷ୍ଟ୍ରାଇକର ଜେଜେ ଲାଲ୍‌ପେଖୁଲୁଆଙ୍କ ଗୋଲରେ ଦଳ ପ୍ରଥମ ବିଜୟ ହାସଲ କରିଛି।

ସୂଚନାଯୋଗ୍ୟ, ୨୦୧୮ ଫିଫା ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ଓ ୨୦୧୯ ଏସିଆନ୍‌ କପ୍‌ ପାଇଁ ଭାରତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ବାକି ମ୍ୟାଚ୍‌ ଜିତିଲେ ଦଳ ଏହି ଦୁଇ ମହାକୁମ୍ଭ ପାଇଁ ଯୋଗ୍ୟତା ଅର୍ଜନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story