football1
Advertisment
ଗୌହାଟି:୨୦୧୯ ଏଏଫ୍ସି ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଲାଓସ୍ରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ୍ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇଛି।
Advertisment
ଭାରତ ଜୁନ୍-୨ର ପ୍ରଥମ ମ୍ୟାଚ୍ରେ ସ୍ଥାନୀୟ ଦଳକୁ ଭେଈଣ୍ଟାଇନ୍ ୧-୦ରେ ପରାଜିତ କରିଛି। ଷ୍ଟ୍ରାଇକର ଜେଜେ ଲାଲ୍ପେଖୁଲୁଆଙ୍କ ଗୋଲରେ ଦଳ ପ୍ରଥମ ବିଜୟ ହାସଲ କରିଛି।
ସୂଚନାଯୋଗ୍ୟ, ୨୦୧୮ ଫିଫା ବିଶ୍ୱକପ୍ ଯୋଗ୍ୟତା ଅର୍ଜନ ଓ ୨୦୧୯ ଏସିଆନ୍ କପ୍ ପାଇଁ ଭାରତ ୮ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ବାକି ମ୍ୟାଚ୍ ଜିତିଲେ ଦଳ ଏହି ଦୁଇ ମହାକୁମ୍ଭ ପାଇଁ ଯୋଗ୍ୟତା ଅର୍ଜନ କରିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/04/football1.jpg)