୫ରେ ଏସିଆ କପ୍ ଓ ବିଶ୍ୱକପ୍ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଏସିଆ କପ୍ ଟି-୨୦ ଶୃଙ୍ଗଳା ଓ ଆଇସିସି ବିଶ୍ୱକପ୍ ଟି-୨୦ ଚାମ୍ପିଅନସିପ ପାଇଁ ଆସନ୍ତା ୫ ତାରିଖରେ ଦିଲ୍ଲୀରେ ଭାରତୀୟ ଦଳ ଘୋଷଣା ହେବ। ଜାତୀୟ ମନୋନୟନ ପ୍ୟାନେଲର ମୁଖ୍ୟ ସନ୍ଦୀପ ପାଟିଲଙ୍କ ନେତୃତ୍ୱରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ ବୋଲି ବିସିସିଆଇ ପକ୍ଷରୁ ବୁଧବାର କୁହାଯାଇଛି। ଫେବ୍ରୁଆରୀ ୯ରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିବ। ସେହିପରି ବାଂଲାଦେଶରେ ଏସିଆ କପ୍ ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ […]

india-cricket

india-cricket

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 12:34 PM IST

Sports

Latest News

ମୁମ୍ବାଇ: ଏସିଆ କପ୍ ଟି-୨୦ ଶୃଙ୍ଗଳା ଓ ଆଇସିସି ବିଶ୍ୱକପ୍ ଟି-୨୦ ଚାମ୍ପିଅନସିପ ପାଇଁ ଆସନ୍ତା ୫ ତାରିଖରେ ଦିଲ୍ଲୀରେ ଭାରତୀୟ ଦଳ ଘୋଷଣା ହେବ। ଜାତୀୟ ମନୋନୟନ ପ୍ୟାନେଲର ମୁଖ୍ୟ ସନ୍ଦୀପ ପାଟିଲଙ୍କ ନେତୃତ୍ୱରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ ବୋଲି ବିସିସିଆଇ ପକ୍ଷରୁ ବୁଧବାର କୁହାଯାଇଛି।

ଫେବ୍ରୁଆରୀ ୯ରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିବ। ସେହିପରି ବାଂଲାଦେଶରେ ଏସିଆ କପ୍ ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ। ସେହିପରି ଆଗକୁ ଆଇସିସି ଟି-୨୦ ବିଶ୍ୱକପ୍ ରହିଛି। ଏସବୁକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରାଯିବ। ନିକଟରେ ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ୩-୦ରେ ସିରିଜ ହରାଇଛଇ ଭାରତ। ଆଗକୁ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିବାରୁ ଭେଟରାନ ବ୍ୟାଟ୍ସମ୍ୟାନ ବିରାଟ କୋହିଲଙ୍କୁ ଶ୍ରୀଲଙ୍କା ସିରିଜ ଲାଗି ଚୟନ କରା ନ ଯାଇ ବିଶ୍ରାମ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story