/odisha-reporter/media/post_attachments/uploads/2019/02/football.jpg)
football
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଚତୁଃରଷ୍ଟ୍ରୀୟ ଗୋଲଡ୍ କପ୍ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।
Advertisment
ଗତକାଲି ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ଲିଗ୍ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ମ୍ୟାଚ୍ର ଏକାମାତ୍ର ଗୋଲ୍ ସ୍କୋର କରିଥିଲେ।
ସେହିପରି ଅନ୍ୟ ଏକ ମ୍ୟାଚରେ ମିଆଁମାର ୩-୦ଗୋଲରେ ନେପାଳକୁ ପରାସ୍ତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
