Advertisment

ଗୋଲଡ୍‌ କପ୍‌: ବିଜୟରୁ ଭାରତୀୟ ମହିଳା ଫୁଟ୍‌ବଲ ଟିମ୍‌ର ଅଭିଯାନ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଚତୁଃରଷ୍ଟ୍ରୀୟ ଗୋଲଡ୍‌ କପ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗତକାଲି ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ମ୍ୟାଚ୍‌ର ଏକାମାତ୍ର ଗୋଲ୍‌ ସ୍କୋର କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚରେ ମିଆଁମାର ୩-୦ଗୋଲରେ ନେପାଳକୁ ପରାସ୍ତ କରିଛି।

ଅଦ୍ୟତନ ହୋଇଛି
ଗୋଲଡ୍‌ କପ୍‌: ବିଜୟରୁ ଭାରତୀୟ ମହିଳା ଫୁଟ୍‌ବଲ ଟିମ୍‌ର ଅଭିଯାନ ଆରମ୍ଭ

football

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଚତୁଃରଷ୍ଟ୍ରୀୟ ଗୋଲଡ୍‌ କପ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।

Advertisment

ଗତକାଲି ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ମ୍ୟାଚ୍‌ର ଏକାମାତ୍ର ଗୋଲ୍‌ ସ୍କୋର କରିଥିଲେ।

ସେହିପରି ଅନ୍ୟ ଏକ ମ୍ୟାଚରେ ମିଆଁମାର ୩-୦ଗୋଲରେ ନେପାଳକୁ ପରାସ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe