ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ

ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି।

ndia beat Lebanon to clinch the Intercontinental Cup title PhotoOR

ଗୋଲ ଦେବା ପରେ ଭାରତୀୟ ଖେଳାଳି

Niranjan Mishra
  • Published: Sunday, 18 June 2023
  • Updated: 18 June 2023, 10:05 PM IST

Sports

Latest News

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ। ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି। ଏଥିସହ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଚାମ୍ପିଅନ୍‌ ହୋଇଛି ଭାରତ।

ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ ସୁନୀଲ ଛେତ୍ରୀ ୮୭ ତମ ଅନ୍ତର୍ଜାତୀୟ ଗୋଲ୍ ଦେଇ ଏହି ବିଜୟକୁ ସୁନିଶ୍ଚିତ କରିଥିଲେ। ଏହି ଚିତାକର୍ଷକ ମ୍ୟାଚ୍‌ରେ ଲାଲିଆନଜୁଆଲା ଚାଙ୍ଗଟେ ଅନ୍ୟତମ ଗୋଲ୍‌ ଦେଇଥିଲେ।

Also Read

୨୦୧୮ ପ୍ରଥମ ସଂସ୍କରଣରେ ମଧ୍ୟ ଚାମ୍ପିଅନ୍‌ ହୋଇଥିଲା ଭାରତ। ଯେତେବେଳେ କି ୨୦୧୯ରେ କୋରିଆ ବିଜେତା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story