Advertisment

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ

ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି।

ndia beat Lebanon to clinch the Intercontinental Cup title

ndia beat Lebanon to clinch the Intercontinental Cup title

Advertisment

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ। ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି। ଏଥିସହ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଚାମ୍ପିଅନ୍‌ ହୋଇଛି ଭାରତ।

Advertisment

ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ ସୁନୀଲ ଛେତ୍ରୀ ୮୭ ତମ ଅନ୍ତର୍ଜାତୀୟ ଗୋଲ୍ ଦେଇ ଏହି ବିଜୟକୁ ସୁନିଶ୍ଚିତ କରିଥିଲେ। ଏହି ଚିତାକର୍ଷକ ମ୍ୟାଚ୍‌ରେ ଲାଲିଆନଜୁଆଲା ଚାଙ୍ଗଟେ ଅନ୍ୟତମ ଗୋଲ୍‌ ଦେଇଥିଲେ।

୨୦୧୮ ପ୍ରଥମ ସଂସ୍କରଣରେ ମଧ୍ୟ ଚାମ୍ପିଅନ୍‌ ହୋଇଥିଲା ଭାରତ। ଯେତେବେଳେ କି ୨୦୧୯ରେ କୋରିଆ ବିଜେତା ହୋଇଥିଲା।

Advertisment
India Football
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe