ରାଉରକେଲାରେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତ ଥର ଭୁବନେଶ୍ୱରରେ ଆୟୋଜିତ  ହକି ବିଶ୍ୱକପ୍ ପରି ଆସନ୍ତା ବିଶ୍ୱକପ୍‌କୁ ବି ‌ଭବ୍ୟ ଭାବେ ଆୟୋଜନ ନିମନ୍ତେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ୱାର୍ଲଡ୍ କପ୍ ପାଇଁ ଆରମ୍ଭ ହୋଇଗଲାଣି କାମ। ରାଉରକେଲାରେ ପହଞ୍ଚି କାମର ଅନୁଧ୍ୟାନ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା । ରାଉରକେଲାସ୍ଥିତ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ବାତ୍ରା । FIH […]

rkl

rkl

Niharika Rout
  • Published: Friday, 11 December 2020
  • Updated: 11 December 2020, 02:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତ ଥର ଭୁବନେଶ୍ୱରରେ ଆୟୋଜିତ  ହକି ବିଶ୍ୱକପ୍ ପରି ଆସନ୍ତା ବିଶ୍ୱକପ୍‌କୁ ବି ‌ଭବ୍ୟ ଭାବେ ଆୟୋଜନ ନିମନ୍ତେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ୱାର୍ଲଡ୍ କପ୍ ପାଇଁ ଆରମ୍ଭ ହୋଇଗଲାଣି କାମ। ରାଉରକେଲାରେ ପହଞ୍ଚି କାମର ଅନୁଧ୍ୟାନ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା ।

ରାଉରକେଲାସ୍ଥିତ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ବାତ୍ରା । FIH ଅଧ୍ୟକ୍ଷଙ୍କ ସମେତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଟିମ୍‌ରେ ସାମିଲ ହୋଇଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ, କ୍ରୀଡା ସଚିବ ବି  ଷ୍ଟାଡିୟମ ପରିଦର୍ଶନ କରିଛନ୍ତି।

ଆସନ୍ତା ହକି ବିଶ୍ୱକପ୍ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଗୋଟିଏ ଦେଶରେ ଲଗାତାର ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ ହେଉଛି। ବିଶ୍ୱ ସ୍ତରରେ ଏହାଦ୍ୱାରା ଆଦୃତି ଲାଭ ନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story