Advertisment

ଆଇପିଏଲ-୮: ଦିଲ୍ଲୀକୁ ହରାଇଲା ହାଇଦ୍ରାବାଦ୍

ଭୁବନେଶ୍ୱର: ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୬ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ୨୦ ଓଭରରେ ୧୬୩ ରନ୍ କରିଥିଲା। ଜବାବରେ ଦିଲ୍ଲୀ  ୪ ୱିକେଟ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଅନ୍ୟପଟେ ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ୱାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗ।ଲୋରକୁ ଭାଟିବ ମୁମ୍ୱାଇ ଇଣ୍ଡିଆନସ। ଚେନ୍ନାଇରେ ହେବାକୁ ଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରାଜସ୍ଥାନ […]

author-image
Rakesh Mallick
ଆଇପିଏଲ-୮: ଦିଲ୍ଲୀକୁ ହରାଇଲା ହାଇଦ୍ରାବାଦ୍

shikhar-dhawan--rcb-v-srh-ipl-2015

ଭୁବନେଶ୍ୱର: ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୬ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ୨୦ ଓଭରରେ ୧୬୩ ରନ୍ କରିଥିଲା। ଜବାବରେ ଦିଲ୍ଲୀ  ୪ ୱିକେଟ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା।

Advertisment

ଅନ୍ୟପଟେ ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ୱାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗ।ଲୋରକୁ ଭାଟିବ ମୁମ୍ୱାଇ ଇଣ୍ଡିଆନସ। ଚେନ୍ନାଇରେ ହେବାକୁ ଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରାଜସ୍ଥାନ ରୟାଲ୍ସ।