shikhar-dhawan--rcb-v-srh-ipl-2015
Advertisment
ଭୁବନେଶ୍ୱର: ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୬ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ୨୦ ଓଭରରେ ୧୬୩ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା।
Advertisment
ଅନ୍ୟପଟେ ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ୱାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗ।ଲୋରକୁ ଭାଟିବ ମୁମ୍ୱାଇ ଇଣ୍ଡିଆନସ। ଚେନ୍ନାଇରେ ହେବାକୁ ଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରାଜସ୍ଥାନ ରୟାଲ୍ସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/shikhar-dhawan-rcb-v-srh-ipl-2015.jpg)