ଆଇପିଏଲ ମହାସମର: ପ୍ଲେ ଅଫ ଲାଇନ ଅଫରେ  ୪ଟି ଦଳ

ଭୁବନେଶ୍ୱର: ଆଇପିଏଲ୍ ସିଜିନ୍ ୮ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଗତକାଲି ଖେଳାଯାଇଥିଲା ଦୁଇଟି ମ୍ୟାଚ। ରୟାଲ ଚାଲେଞ୍ଜର୍ସ ବାଙ୍ଗ।ଲୋର ଏବଂ ଦିଲ୍ଲୀ ଡେୟା ଡେଭିଲ୍ସ ମଧ୍ୟରେ ଥିବା ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଥିଲା।ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ ୯ ୱିକେଟ୍ରେ ସନରାଇଜର୍ସ ହାଇଇଦ୍ରାବାଦକୁ ହରାଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୩ ରନ କରିଥିଲା। ଜବାବରେ ମୁମ୍ୱାଇ ମାତ୍ର ୧ ୱିକେର୍ଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା। ଲିଗ ମ୍ୟାଚ […]

ipl-8

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 03:02 AM IST

ଭୁବନେଶ୍ୱର: ଆଇପିଏଲ୍ ସିଜିନ୍ ୮ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଗତକାଲି ଖେଳାଯାଇଥିଲା ଦୁଇଟି ମ୍ୟାଚ। ରୟାଲ ଚାଲେଞ୍ଜର୍ସ ବାଙ୍ଗ।ଲୋର ଏବଂ ଦିଲ୍ଲୀ ଡେୟା ଡେଭିଲ୍ସ ମଧ୍ୟରେ ଥିବା ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଥିଲା।ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ ୯ ୱିକେଟ୍ରେ ସନରାଇଜର୍ସ ହାଇଇଦ୍ରାବାଦକୁ ହରାଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୩ ରନ କରିଥିଲା। ଜବାବରେ ମୁମ୍ୱାଇ ମାତ୍ର ୧ ୱିକେର୍ଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା। ଲିଗ ମ୍ୟାଚ ଶେଷ ସହିତ ଚୁଡ଼ାନ୍ତ ହୋଇଛି ପ୍ଲେ ଅଫ୍ ତାଲିକା। ଚେନ୍ନାଇ ସୁପରକିଙ୍ଗସ, ମୁମ୍ୱାଇ ଇଣ୍ଡିଆନ୍, ରୟାଲ ଚ୍ୟାଲେଞ୍ଜର ବାଙ୍ଗ।ଲୋର ଓ ରାଜସ୍ଥାନ ରୟାଲ ପ୍ଲେ ଅଫକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଦୁଇଟି ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ ପ୍ରଥମ କ୍ୱାଲିଫ।ୟର ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗ।ଲୋର ଓ ରାଜସ୍ଥାନ ଏଲିମିନେଟର ମ୍ୟାଚ୍ରେ ମୁହାଁମୁହିଁ ହେବେ। ଏହି ମ୍ୟାଚର ବିଜେତା ଦ୍ବିତୀୟ କ୍ୱାଲିଫ।ଏରରେ ପ୍ରଥମ କ୍ୱାଲିଫ।ୟାରର ପରାଜିତ ଦଳକୁ ଭେଟିବ। ପ୍ରଥମ କ୍ୱାଲିଫ।ୟର ଓ ଦ୍ବିତୀୟ କ୍ୱାଲିଫ।ୟରର ଦୁଇ ବିଜେତା ମଧ୍ୟରେ ଆସନ୍ତା ରବିବାର ଫ।ଇନାଲ ମୁକାବିଲା ହେବା

Related story