Advertisment

ଆଇପିଏଲ ମହାସମର: ମୁମ୍ବାଇର ବିଜୟଧାରା ଜାରି

ଭୁବେନଶ୍ୱର: ଆଇପିଏଲ ମହାସମରରେ ମୁମ୍ବାଇ ଇଣ୍ଡିଆନର ବିଜୟଧାରା ଜାରି ରହିଛି। ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୫୯ ରନ ଟାର୍ଗେଟ ଦେଇଥିଲା ମୁମ୍ବାଇକୁ। ମୁମ୍ବାଇ ୧୯.୨ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆଜି ରହିଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚ ଖେଳାଯିବ ଅପରାହ୍ଣ ୪ଟାରେ। କୋଲାକତାରେ ଏହି ମ୍ୟାଚ ଖେଳାଯିବ। ଏଥିରେ ସାମ୍ନାସାମ୍ନି ହେବେ କୋଲାକାତା ନାଇଟ୍ ରାଇଡ଼ର୍ସ […]

author-image
Rakesh Mallick
ଆଇପିଏଲ ମହାସମର: ମୁମ୍ବାଇର ବିଜୟଧାରା ଜାରି

MI-Vs-CSK-Match-Prediction-Astrology-Preview-Live-Score

ଭୁବେନଶ୍ୱର: ଆଇପିଏଲ ମହାସମରରେ ମୁମ୍ବାଇ ଇଣ୍ଡିଆନର ବିଜୟଧାରା ଜାରି ରହିଛି। ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୫୯ ରନ ଟାର୍ଗେଟ ଦେଇଥିଲା ମୁମ୍ବାଇକୁ। ମୁମ୍ବାଇ ୧୯.୨ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Advertisment

ଅନ୍ୟପକ୍ଷରେ ଆଜି ରହିଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚ ଖେଳାଯିବ ଅପରାହ୍ଣ ୪ଟାରେ। କୋଲାକତାରେ ଏହି ମ୍ୟାଚ ଖେଳାଯିବ। ଏଥିରେ ସାମ୍ନାସାମ୍ନି ହେବେ କୋଲାକାତା ନାଇଟ୍ ରାଇଡ଼ର୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ । ଦ୍ୱିତୀୟ ମ୍ୟାଚ ରାତି ୮ଟାରେ । ରାୟପୁରରେ ହେବାକୁଥିବା ଏହି ମ୍ୟାଚରେ ଟକ୍କର ହେବ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ ଡେଭିଲ୍ସ ମଧ୍ୟରେ।