ପୁଣି ଇଶାନ୍ତଙ୍କ କମାଲ, ଇଂଲଣ୍ଡ ୬୧/୨

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ରେ ଚାଲିଥିବା ତୃତୀୟ ଟେଷ୍ଟରେ ବିଜୟର ବାସ୍ନା ଦେଇଛନ୍ତି ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌ରେ ରଖିଛନ୍ତି। ଭେଟରାନ୍‌ ଆଲିଷ୍ଟର କୁକ୍‌(୧୭) ଓ କେ ଜେନିଙ୍ଗ୍‌ସ(୧୩) ରନ୍‌ କରି ଆଉଟ୍‌ ହୋଇଛନ୍ତି। ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ […]

Ishantsharma

Ishantsharma

Sampad Mahapatra
  • Published: Tuesday, 21 August 2018
  • Updated: 21 August 2018, 11:01 AM IST

Sports

Latest News

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ରେ ଚାଲିଥିବା ତୃତୀୟ ଟେଷ୍ଟରେ ବିଜୟର ବାସ୍ନା ଦେଇଛନ୍ତି ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା।

କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌ରେ ରଖିଛନ୍ତି।

ଭେଟରାନ୍‌ ଆଲିଷ୍ଟର କୁକ୍‌(୧୭) ଓ କେ ଜେନିଙ୍ଗ୍‌ସ(୧୩) ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ ୨ ୱିକେଟ୍‌ ହରାଇ ୬୧ ରନ୍‌ ସଂଗ୍ରହ କରିଛି। ଏବେ ବି ବିଜୟ ଲକ୍ଷ୍ୟ ଠାରୁ ଇଂଲଣ୍ଡ ୪୬୦ରନ୍‌ ପଛରେ ରହିଛି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୧୨  ରନ୍‌ କରିଥିବା ବେଳେ ଓଲି ପୋପ୍‌ ୧୬ ରନ୍‌ କରି କ୍ରିଜ୍‌ରେ ଭାରତୀୟ ବୋଲର୍‌ଙ୍କୁ ମୁକାବିଲା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story