Advertisment

ପୁଣି ଇଶାନ୍ତଙ୍କ କମାଲ, ଇଂଲଣ୍ଡ ୬୧/୨

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ରେ ଚାଲିଥିବା ତୃତୀୟ ଟେଷ୍ଟରେ ବିଜୟର ବାସ୍ନା ଦେଇଛନ୍ତି ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌ରେ ରଖିଛନ୍ତି। ଭେଟରାନ୍‌ ଆଲିଷ୍ଟର କୁକ୍‌(୧୭) ଓ କେ ଜେନିଙ୍ଗ୍‌ସ(୧୩) ରନ୍‌ କରି ଆଉଟ୍‌ ହୋଇଛନ୍ତି। ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ […]

ପୁଣି ଇଶାନ୍ତଙ୍କ କମାଲ, ଇଂଲଣ୍ଡ ୬୧/୨

Ishantsharma

Advertisment

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ରେ ଚାଲିଥିବା ତୃତୀୟ ଟେଷ୍ଟରେ ବିଜୟର ବାସ୍ନା ଦେଇଛନ୍ତି ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା।

Advertisment

କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌ରେ ରଖିଛନ୍ତି।

ଭେଟରାନ୍‌ ଆଲିଷ୍ଟର କୁକ୍‌(୧୭) ଓ କେ ଜେନିଙ୍ଗ୍‌ସ(୧୩) ରନ୍‌ କରି ଆଉଟ୍‌ ହୋଇଛନ୍ତି।

Advertisment

ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ ୨ ୱିକେଟ୍‌ ହରାଇ ୬୧ ରନ୍‌ ସଂଗ୍ରହ କରିଛି। ଏବେ ବି ବିଜୟ ଲକ୍ଷ୍ୟ ଠାରୁ ଇଂଲଣ୍ଡ ୪୬୦ରନ୍‌ ପଛରେ ରହିଛି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୧୨  ରନ୍‌ କରିଥିବା ବେଳେ ଓଲି ପୋପ୍‌ ୧୬ ରନ୍‌ କରି କ୍ରିଜ୍‌ରେ ଭାରତୀୟ ବୋଲର୍‌ଙ୍କୁ ମୁକାବିଲା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe