ଜ୍ୱାଲା-ଅଶ୍ୱିନୀ ଜିତିଲେ କାନାଡା ଓପନ୍

କାଲଗାରି (କାନାଡା): ଭାରତୀୟ ମହିଳା ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନାପ୍ପା ଜିତି ଯାଇଛନ୍ତି କାନାଡା ଓପନ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା।  ଫାଇନାଲରେ ନେଦରଲାଣ୍ଡ୍ ଯୋଡ଼ି ଇଫଜି ମସକେନ୍ସ ଓ ସେଲେନା ପିକଙ୍କୁ ୨୧-୧୯, ୨୧-୧୬ରେ ପରାସ୍ତ କରି ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜିତି ଯାଇଛନ୍ତି ୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା। ଆଉ ଏହା ହେଉଛି ସେମାନଙ୍କର ପ୍ରଥମ ମିଳିତ ଟାଇଟଲ୍। ଫାଇନାଲ୍ ମ୍ୟାଚଟି ଦୁଇ ପକ୍ଷ ପାଇଁ ସଂଘର୍ଷପୂର୍ଣ୍ଣ […]

jwalaashinee

jwalaashinee

Rakesh Mallick
  • Published: Monday, 29 June 2015
  • Updated: 29 June 2015, 04:57 AM IST

Sports

Latest News

କାଲଗାରି (କାନାଡା): ଭାରତୀୟ ମହିଳା ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନାପ୍ପା ଜିତି ଯାଇଛନ୍ତି କାନାଡା ଓପନ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା।  ଫାଇନାଲରେ ନେଦରଲାଣ୍ଡ୍ ଯୋଡ଼ି ଇଫଜି ମସକେନ୍ସ ଓ ସେଲେନା ପିକଙ୍କୁ ୨୧-୧୯, ୨୧-୧୬ରେ ପରାସ୍ତ କରି ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜିତି ଯାଇଛନ୍ତି ୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା। ଆଉ ଏହା ହେଉଛି ସେମାନଙ୍କର ପ୍ରଥମ ମିଳିତ ଟାଇଟଲ୍।

ଫାଇନାଲ୍ ମ୍ୟାଚଟି ଦୁଇ ପକ୍ଷ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ ଗେମରେ ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ୨୧-୧୯ରେ ଆଗୁଆ ରହିଥିଲେ। ଦିତ୍ୱୀୟ ଗେମର ପ୍ରାରମ୍ଭରେ ଏହି ଯୋଡ଼ି ୫-୦ରେ ଆଗୁଆ ରହିଥିଲେ। ପରେ ଏହା ୧୫-୬ରେ ପହଞ୍ଚିଥିଲା। ଲାଗୁଥିଲା ଦୟନୀୟ ଅବସ୍ଥାରେ ହାରିଯିବେ ନେଦରଲାଣ୍ଡ୍ ଯୋଡ଼ି ଇଫଜି ଓ ସେଲେନା । କିନ୍ତୁ ସେମାନେ ମ୍ୟାଚକୁ ଜବରଦସ୍ତ ଢଙ୍ଗରେ ଫେରିବାକୁ ଉଦ୍ୟମ କରିଥିଲେ। ଲଗାତାର ୯ଟି ପଏଣ୍ଟ ହାସଲ କରିଥିଲେ ଏହି ଯୋଡ଼ି। ଫଳରେ ଦୁଇ ଟିମ୍ ୧୫-୧୫ରେ ପହଞ୍ଚି ଯାଇଥିଲା। କିନ୍ତୁ ଏହା ପରେ ପୁଣି ରିଦିମକୁ ଫେରିଥିଲେ ଜ୍ୱାଲା ଓ ଅଶ୍ୱିନୀ। ଆଉ ଦ୍ୱିତୀୟ ଗେମ୍ ଶେଷ ହେଲା ବେଳକୁ ଏହି ଯୋଡ଼ି ୨୧-୧୬ରେ ଆଗୁଆ ରହି କାନାଡ଼ା ଓପନକୁ ନିଜ ନାଁରେ କରି ନେଇଥିଲା।

ଗତକାଲି ସେମି ଫାଇନାଲରେ ଜାପାନର ସିହୋ ଟନକା ଓ କୋହାରୁ ୟୋନେମୋଟୋଙ୍କୁ ସିଧାସଳଖ ୨୧-୧୭,୨୧-୧୬ରେ ପରାସ୍ତ କରି ଜ୍ୱାଲା ଓ ଅଶ୍ୱିନୀ ଫାଇନାଲରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story