Advertisment

୧୮ରୁ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଆସନ୍ତା ୧୮ରୁ ଭୁବନେଶ୍ୱରରେ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଏବଠୁ ହକି ଫିଭର୍ ଆରମ୍ଭ ହୋଇଗଲାଣି। ଘରୋଇ ଟିମ୍ କଳିଙ୍ଗ ଲାନସର୍ସ ବି ନିଜର ପ୍ରମୋସନକୁ ଜୋରଦାର କରିଛି। ରବିବାର ସହିଦନଗର ଭବାନୀ ମଲରେ ପହଞ୍ଚି ଦଳର ପ୍ରୋମୋସନ୍ କରିଥିଲେ ଅଷ୍ଟ୍ରେଲିଆର ମାଥ୍ୟୁ ବେଲସ୍, ପଞ୍ଜାବର ଗୁରଚନ୍ଦର ସିଂ, ବାରଣାସୀର ଲଳିତ ଉପାଧ୍ୟାୟ ଏବଂ ଓଡ଼ିଆ ଖେଳାଳି ଦିପସାନ ତିର୍କୀ ଓ ଅମିତ ରୋହିଦାସ। ଟୁର୍ଣାମେଣ୍ଟରେ ଦଳ ନିଶ୍ଚୟ ବିଜୟୀ […]

ଅଦ୍ୟତନ ହୋଇଛି
୧୮ରୁ ହକି ଇଣ୍ଡିଆ ଲିଗ୍

kh

Advertisment

ଭୁବନେଶ୍ୱର: ଆସନ୍ତା ୧୮ରୁ ଭୁବନେଶ୍ୱରରେ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଏବଠୁ ହକି ଫିଭର୍ ଆରମ୍ଭ ହୋଇଗଲାଣି। ଘରୋଇ ଟିମ୍ କଳିଙ୍ଗ ଲାନସର୍ସ ବି ନିଜର ପ୍ରମୋସନକୁ ଜୋରଦାର କରିଛି। ରବିବାର ସହିଦନଗର ଭବାନୀ ମଲରେ ପହଞ୍ଚି ଦଳର ପ୍ରୋମୋସନ୍ କରିଥିଲେ ଅଷ୍ଟ୍ରେଲିଆର ମାଥ୍ୟୁ ବେଲସ୍, ପଞ୍ଜାବର ଗୁରଚନ୍ଦର ସିଂ, ବାରଣାସୀର ଲଳିତ ଉପାଧ୍ୟାୟ ଏବଂ ଓଡ଼ିଆ ଖେଳାଳି ଦିପସାନ ତିର୍କୀ ଓ ଅମିତ ରୋହିଦାସ। ଟୁର୍ଣାମେଣ୍ଟରେ ଦଳ ନିଶ୍ଚୟ ବିଜୟୀ ହେବ ବୋଲି ଖେଳାଳିମାନେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe