Advertisment

ପୁଅ ପାଇଲା ପଦକ, ମା’ ଆଖିରେ ଲୁହ

ଓଡ଼ିଆ ପୁଅ କିଶୋର କୁମାର ଜେନା ସମସ୍ତଙ୍କୁ ଚକିତ କରି ଏସିଆନ ଗେମ୍ସ-୨୦୨୩ରେ ପୁରୁଷ ଜାଭେଲିନରେ ରୌପ ପଦକ ଜିଣି ଓଡ଼ିଶା ସମେତ ସମଗ୍ର ଦେଶର ସମ୍ମାନ ବଢ଼ାଇଛନ୍ତି।

Advertisment

ଓଡ଼ିଆ ପୁଅ କିଶୋର କୁମାର ଜେନା ସମସ୍ତଙ୍କୁ ଚକିତ କରି ଏସିଆନ ଗେମ୍ସ-୨୦୨୩ରେ ପୁରୁଷ ଜାଭେଲିନରେ ରୌପ ପଦକ ଜିଣି ଓଡ଼ିଶା ସମେତ ସମଗ୍ର ଦେଶର ସମ୍ମାନ ବଢ଼ାଇଛନ୍ତି। ଆଉ ପ୍ୟାରିସ୍ ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ ମଧ୍ୟ କରିଛନ୍ତି। ଚାଇନାରେ ପୁଅ ଜାଭେଲିନ ଫିଙ୍ଗୁଥିଲା ଆଉ ଟିଭି ପରଦା ଉପରୁ ଆଖି ଖସାଉନଥିଲା ମା। ଯେତେବେଳେ ପୁଅ ରୌପ୍ୟ ଜିତିବା ପରେ ପୁରା ପରିବେଶ କିଶୋର ଜେନା ନାଁରେ କମ୍ପୁଥିଲା ଆଉ ଏପଟେ ମାର ହୃଦୟ ଖୁସିରେ ଫାଟି ପଡୁଥିଲା। ପୁଅକୁ ଟିଭିରେ ଦେଖି ଖୁସିରେ କାନ୍ଦ କାନ୍ଦ ହୋଇପଡୁଛି ମା।

Advertisment
Asian Games Odisha Kishore Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe