Advertisment

ଦେଖନ୍ତୁ କୋଲକାତାର ବିଜୟ ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସରୁ ସୁପର ଓଭର୍‌ରେ ପରାସ୍ତ ହୋଇଥିବା କୋଲକାତା ନାଇଟ୍‌ରାଇଡର୍ସ ଶୁକ୍ରବାର ବେଙ୍ଗାଲୁରୁକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଛି। ତେବେ ଏହି ବିଜୟର ନାୟକ ସାଜିଥିଲେ ଇଣ୍ଡିଜ୍‌ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ। ରସେଲଙ୍କ ୧୩ ବଲ୍‌ରେ ଅପରାଜିତ ୪୮ ରନ୍‌ ବଳରେ କୋଲକାତା ପ୍ରତିପକ୍ଷ ବେଙ୍ଗାଲୁରୁକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ହେଲେ ଏହି ବିଜୟ ପରେ କୋଲକାତାର ଖେଳାଳିମାନେ ବେଶ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବର ନେତୃତ୍ୱ ନେଇଥିଲେ […]

ଦେଖନ୍ତୁ କୋଲକାତାର ବିଜୟ ଉତ୍ସବ

d

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସରୁ ସୁପର ଓଭର୍‌ରେ ପରାସ୍ତ ହୋଇଥିବା କୋଲକାତା ନାଇଟ୍‌ରାଇଡର୍ସ ଶୁକ୍ରବାର ବେଙ୍ଗାଲୁରୁକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଛି। ତେବେ ଏହି ବିଜୟର ନାୟକ ସାଜିଥିଲେ ଇଣ୍ଡିଜ୍‌ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ।

Advertisment

ରସେଲଙ୍କ ୧୩ ବଲ୍‌ରେ ଅପରାଜିତ ୪୮ ରନ୍‌ ବଳରେ କୋଲକାତା ପ୍ରତିପକ୍ଷ ବେଙ୍ଗାଲୁରୁକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ହେଲେ ଏହି ବିଜୟ ପରେ କୋଲକାତାର ଖେଳାଳିମାନେ ବେଶ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଥିଲେ।

ଏହି ଉତ୍ସବର ନେତୃତ୍ୱ ନେଇଥିଲେ ଅଷ୍ଟ୍ରେଲୀୟ ଖେଳାଳି କ୍ରିସ୍‌ ଲୀନ୍‌। କ୍ରିସ୍‌ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ନାରାବାଜି କରିଥିବେଳେ ଅନ୍ୟମାନେ ତାଙ୍କ ସହ ତାଳରେ “ପ୍ଲେଇଂ ଫର କେକେଆର ଇଜ୍‌ ଏଭ୍ରିଥିଙ୍ଗ’ ବୋଲି ନାରା ଦେଇଥିଲେ। ଏହାକୁ କେକେଆରର ଅଫିସିଆଲ୍‌ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଦେଖନ୍ତୁ ଭିଡିଓ
https://twitter.com/i/status/1114362089513070597

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe