ଚିକୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣେଇଲେ ବିରାଟ କୋହଲି, ଚିଠି ଭାଇରାଲ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଚିକୁ ହେଉଛି ବିରାଟଙ୍କ ଡାକ ନାମ। ଚିଠିରେ ବିରାଟ ଲେଖିଛନ୍ତି, ପ୍ରିୟ ଚିକୁ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। ମୁଁ ଜାଣେ ଭବିଷ୍ୟତକୁ ନେଇ ତୁମର ଅନେକ […]

virat

virat

Puspanjali Panda
  • Published: Tuesday, 05 November 2019
  • Updated: 05 November 2019, 02:16 PM IST

Sports

Latest News

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଚିକୁ ହେଉଛି ବିରାଟଙ୍କ ଡାକ ନାମ।

ଚିଠିରେ ବିରାଟ ଲେଖିଛନ୍ତି, ପ୍ରିୟ ଚିକୁ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। ମୁଁ ଜାଣେ ଭବିଷ୍ୟତକୁ ନେଇ ତୁମର ଅନେକ ପ୍ରଶ୍ନ ରହିଛି। କିନ୍ତୁ ମୁଁ ଦୁଃଖିତ ଏସବୁ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ। ତୁମକୁ ସମସ୍ତଙ୍କର ଭଲ ପାଇବା ମିଳିଛି ଏବଂ କିଛି ଲୋକଙ୍କର ଘୃଣା ମଧ୍ୟ। ଏପରିକି କିଛି ତୁମକୁ ଜାଣି ବି ନାହାନ୍ତି। ଏସବୁ ପ୍ରତି ଧ୍ୟାନ ଦିଅ ନାହିଁ। ନିଜ ଉପରେ ବିଶ୍ୱାସ ରଖ।

https://twitter.com/imVkohli/status/1191561989207683073?s=20

ମୁଁ ଜାଣେ ତୁମେ ସେହି ଜୋତା ବିଷୟରେ ଭାବୁଛ। ଯାହାକୁ ବାପା ଆଜି ତୁମକୁ ଉପହାର ସ୍ୱରୂପ ଦେଇନାହାନ୍ତି। କିନ୍ତୁ ଏକଥା ନ ଭାବି ତୁମେ ବାପାଙ୍କ ଆଲିଙ୍ଗନକୁ ମନେପକାଅ। ତୁମର ଉଚ୍ଚତାକୁ ନେଇ ଶୁଣାଇଥିବା ହସକଥାକୁ ମନେପକାଇ ହସିନିଅ। ମୁଁ ଜାଣେ ସେ କେବେ କେବେ ଶକ୍ତ ହୋଇଯାଆନ୍ତି। କିନ୍ତୁ ତୁମର ଭଲ ପାଇଁ ହିଁ ସେ ଏପରି କରିଥା’ନ୍ତି।

ବାପାମା’ ଆମକୁ ବୁଝୁ ନାହାନ୍ତି ବୋଲି ଅନେକ ସମୟରେ ଆମେ ଚିନ୍ତା କରିଥାଉ। କିନ୍ତୁ ମନେରଖ, କୌଣସି ଆଶା ନରଖି ଯେଉଁମାନେ ତୁମକୁ ଭଲ ପାଇଥା’ନ୍ତି ସେମାନେ ବାପାମା’। ତେଣୁ ସେମାନଙ୍କୁ ଭଲ ପାଇବା ସହିତ ସମ୍ମାନ ମଧ୍ୟ କର।

ଏହି ଚିଠିକୁ ଶେଆର୍ କରି ବିରାଟ କ୍ୟାପସନ୍‌ରେ ଲେଖିଛନ୍ତି, ‘ଯେବେ ମୁଁ ୧୫ ବର୍ଷ ବୟସରେ ମୋ ଜୀବନ ଯାତ୍ରାକୁ ବୁଝି ସାରିଥିଲି। ଯାହାକୁ ମୁଁ ଚିଠି ଆକାରରେ ଲେଖିଛି।’

ବିରାଟଙ୍କର ଏହି ଚିଠିଟି ଟ୍ୱିଟରରେ ଭାଇରାଲ୍‌ ହେଉଛି। ବିରାଟଙ୍କ ପ୍ରଶଂସକ ଏହି ଚିଠି ପଢ଼ିବା ପରେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story