Advertisment

ମହିଳା ଦଳର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେବାକୁ ବାକି ରହିଛି: ମିଥାଲି ରାଜ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଉନ୍ନତି ପାଇଁ ସରକାରଙ୍କୁ ବହୁବିଧ ପଦକ୍ଷେପ ନେବାକୁ ହେବ। ଦଳର ଉନ୍ନତି ପାଇଁ ସ୍ୱତନ୍ତ୍ର କୋଚିଂ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ରବିବାର ଏହା କହିଛନ୍ତି ମହିଳା କ୍ରିକେଟ ଦଳର ବରିଷ୍ଠ ଖେଳାଳି ମିଥାଲି ରାଜ। ସେ କହିଛନ୍ତି,“ବିଶ୍ୱକପ୍‌ ପାଇଁ ମାତ୍ର ଗୋଟିଏ ବର୍ଷ ବାକି ଅଛି। ତେଣୁ ଆମେ ଏଥିପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ କରିବା ଉଚିତ। ମୁଁ ବ୍ୟକ୍ତିଗତ ଭାବେ କହୁଛି ଯେ ଦଳ ପାଇଁ ସ୍ୱତନ୍ତ୍ର କୋଚିଂ […]

ମହିଳା ଦଳର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେବାକୁ ବାକି ରହିଛି: ମିଥାଲି ରାଜ୍‌

Mitali Raj

Advertisment

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଉନ୍ନତି ପାଇଁ ସରକାରଙ୍କୁ ବହୁବିଧ ପଦକ୍ଷେପ ନେବାକୁ ହେବ। ଦଳର ଉନ୍ନତି ପାଇଁ ସ୍ୱତନ୍ତ୍ର କୋଚିଂ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯିବା ଉଚିତ।

Advertisment

ରବିବାର ଏହା କହିଛନ୍ତି ମହିଳା କ୍ରିକେଟ ଦଳର ବରିଷ୍ଠ ଖେଳାଳି ମିଥାଲି ରାଜ।

ସେ କହିଛନ୍ତି,“ବିଶ୍ୱକପ୍‌ ପାଇଁ ମାତ୍ର ଗୋଟିଏ ବର୍ଷ ବାକି ଅଛି। ତେଣୁ ଆମେ ଏଥିପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ କରିବା ଉଚିତ। ମୁଁ ବ୍ୟକ୍ତିଗତ ଭାବେ କହୁଛି ଯେ ଦଳ ପାଇଁ ସ୍ୱତନ୍ତ୍ର କୋଚିଂ ଷ୍ଟାଫ୍‌ର ଆବଶ୍ୟକତା ରହିଛି। ମୁଖ୍ୟତଃ ଜଣେ ଫିଲ୍ଡି କୋଚ୍‌, ବୋଲିଂ କୋଚ୍‌ ଓ ଷ୍ଟ୍ରେସ୍‌ ମ୍ୟାନେଜର ରହିବା ନିହାତି ଦରକାର। ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଏହି କୋଚ୍‌ଙ୍କର ଆବଶ୍ୟକତା ରହିଥିଲା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe