ସର୍ଫିଙ୍ଗ ବେଳେ ହେଡେନ୍‌ ଗୁରୁତର

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କ୍ରିକେଟ୍‌ର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ମ୍ୟାଥୁ ହେଡେନ୍‌ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ରରେ ସର୍ଫିଙ୍ଗ କରିବା ବେଳେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ୪୬ ବର୍ଷିୟ ହେଡେନ୍‌ ଆଜି ତାଙ୍କ ପୁଅ ଜୋଶଙ୍କ ସହ ସର୍ଫିଙ୍ଗ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ଏ ସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ କରି ସମର୍ଥକଙ୍କୁ ତାଙ୍କ ପାଇଁ ଚିନ୍ତା ଜାହିର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କେବେ […]

methew

methew

Rakesh Mallick
  • Published: Monday, 08 October 2018
  • Updated: 08 October 2018, 02:43 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କ୍ରିକେଟ୍‌ର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ମ୍ୟାଥୁ ହେଡେନ୍‌ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ରରେ ସର୍ଫିଙ୍ଗ କରିବା ବେଳେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି।

୪୬ ବର୍ଷିୟ ହେଡେନ୍‌ ଆଜି ତାଙ୍କ ପୁଅ ଜୋଶଙ୍କ ସହ ସର୍ଫିଙ୍ଗ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ଏ ସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ କରି ସମର୍ଥକଙ୍କୁ ତାଙ୍କ ପାଇଁ ଚିନ୍ତା ଜାହିର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କେବେ ଡିସ୍‌ଚାର୍ଜ ହେବେ ସେ ସମୟକୁ ଅପେକ୍ଷା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅଷ୍ଟ୍ରେଲିଆ କ୍ରିକେଟ୍‌ ହଲ୍‌ ଅଫ୍‌ ଫେମ୍‌ରେ ହେଡେନ୍‌ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story