Advertisment

ମେ’୨୪ରୁ କିଟ୍ ଅନ୍ତର୍ଜାତୀୟ ଚେସ୍ ଫେଷ୍ଟିଭାଲ୍

ଭୁବନେଶ୍ୱର: ମେ’ ୨୪ରୁ ଆରମ୍ଭ ହେଉଛି କିଟ୍ ଅନ୍ତର୍ଜାତୀୟ ଚେସ୍ ଫେଷ୍ଟିଭାଲ୍। ମେ’୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। କିଟ୍ ବିଶ୍ୱବିଦ୍ୟାଳୟ ସହିତ ମିଶି ଏହି ଚେସ୍ ଫେଷ୍ଟିଭାଲର ଅୟୋଜନ କରୁଛି ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍। ଓଡ଼ିଶା ମାଇନିଂ କର୍ପୋରେସନ୍ ଏହାର ସହ ପ୍ରାୟୋଜକ ରହିଛି। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହେବାକୁ ଥିବା ଏହି ଚେସ୍ ଫେଷ୍ଟିଭାଲରେ ମୋଟ ପୁରସ୍କାର ରାଶି ରହିଛି ୧୯ ଲକ୍ଷ ଟଙ୍କା।

kiit

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe