ମାତ୍ର ୩୭ ବଲରେ ଶତକ ମାରିଲେ ମହମ୍ମଦ ଆଝାରୁଦ୍ଦିନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: କେରଳ ବ୍ୟାଟସମ୍ୟାନ ମହମ୍ମଦ ଆଝାରୁଦ୍ଦିନ ମାତ୍ର ୩୭ ବଲରେ ଶତକ ହାସଲ କରି ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଚଳିତ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ବୁଧବାର ମୁମ୍ବାଇ ବିପକ୍ଷରେ ଆଝାରୁଦ୍ଦିନ ଏହି ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସ ଯୋଗୁ କେରଳ ଚଳିତ ଟୁର୍ଣ୍ଣାମେଣ୍ଟରେ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମୁମ୍ବାଇ ଭଳି ଶକ୍ତିଶାଳୀ ଟିମ୍‌ ଦେଇଥିବା ୧୯୭ ରନ୍‌ର ଟାର୍ଗେଟକୁ କେରଳ ଆଝାରୁଦ୍ଦିନଙ୍କ ପାଇଁ ୨୫ଟି ବଲ ପୂର୍ବରୁ ହାସଲ କରିନେଇଛି। ମୁମ୍ବାଇର […]

u

u

Hemant Lenka
  • Published: Thursday, 14 January 2021
  • Updated: 14 January 2021, 01:23 PM IST

Sports

Latest News

ମୁମ୍ବାଇ: କେରଳ ବ୍ୟାଟସମ୍ୟାନ ମହମ୍ମଦ ଆଝାରୁଦ୍ଦିନ ମାତ୍ର ୩୭ ବଲରେ ଶତକ ହାସଲ କରି ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଚଳିତ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ବୁଧବାର ମୁମ୍ବାଇ ବିପକ୍ଷରେ ଆଝାରୁଦ୍ଦିନ ଏହି ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସ ଯୋଗୁ କେରଳ ଚଳିତ ଟୁର୍ଣ୍ଣାମେଣ୍ଟରେ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି।

ମୁମ୍ବାଇ ଭଳି ଶକ୍ତିଶାଳୀ ଟିମ୍‌ ଦେଇଥିବା ୧୯୭ ରନ୍‌ର ଟାର୍ଗେଟକୁ କେରଳ ଆଝାରୁଦ୍ଦିନଙ୍କ ପାଇଁ ୨୫ଟି ବଲ ପୂର୍ବରୁ ହାସଲ କରିନେଇଛି। ମୁମ୍ବାଇର ବୋଲିଂ ଆଟାକରେ ଧୱଲ କୁଲକର୍ଣ୍ଣି, ତୁଷାର ଦେଶପାଣ୍ଡେ ଓ ଶାମ୍ସ ମୁଲାନୀଙ୍କ ଭଳି ଖେଳାଳି ଥିଲେ ହେଁ ଆଝାରୁଦ୍ଦିନଙ୍କ ବ୍ୟାଟିଂକୁ କେହି ଅଟକାଇ ପାରି ନଥିଲେ।

ସେ ୩୭ ବଲରେ ଶତକ ଓ ଶେଷ ଯାଏ ୫୪ ବଲରେ ୧୩୭ ରନ୍‌ କରି ଅପରାଜିତ ରହିଥିଲେ। ଏଥିସହ କେରଳ ମୁମ୍ବାଇକୁ ୮ ୱିକେଟରେ ମଧ୍ୟ ହରାଇବାକୁ ସକ୍ଷମ ହୋଇଛି।

ଭାରତର ଘରୋଇ ଟି-୨୦ରେ ଏହା ଦ୍ୱିତୀୟ ଦ୍ରୁତତମ ଶତକ। ଏହାପୂର୍ବରୁ ଋଷଭ ପନ୍ତ ୨୦୧୮ରେ ମାତ୍ର ୩୨ ବଲରେ ଶତକ ହାସଲ କରି ରେକର୍ଡ କରିଥିଲେ। ଆଝାରୁଦ୍ଦିନଙ୍କ ଏହି ଇନିଂସରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବେଶ ଖୁସି ବ୍ୟକ୍ତ କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ବାଃ ଆଝାରୁଦ୍ଦିନ, ବହୁତ ଚମତ୍କାର। ମୁମ୍ବାଇ ଭଳି ଟିମ୍‌ ବିପକ୍ଷରେ ଏଭଳି ଇନିଂସ ଖେଳିବା ବେଶ ଗୁରୁତ୍ୱପୂର୍ଣ୍ଣ। ୫୪ ବଲରେ ଅପରାଜିତ ୧୩୭ ରନ କରି ତୁମେ ଏକାକୀ ମ୍ୟାଚ୍‌ ଶେଷ କରିଦେଲ। ତୁମ ଇନିଂସ ବେଶ ଭଲ ଲାଗିଲା।”

୨୬ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ବିସ୍ଫୋରକ ଇନିଂସରେ ୧୧ଟି ଛକା ଓ ୯ଟି ଚୌକା ମାରିଛନ୍ତି। ମ୍ୟାଚ୍‌ କଥା ବିଚାରକୁ ନେଲେ, କେରଳ ଟସ୍‌ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ କରିବାକୁ କହିଥିଲା।

ଦଳ ପକ୍ଷରୁ ଆଦିତ୍ୟ ତାରେ, ଯଶସ୍ୱୀ ଜୈସ୍ୱାଲ ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଯଥାକ୍ରମେ ୪୨, ୪୦ ଓ ୩୮ ରନ୍‌ର ଇନିଂସ ଖେଳିଥିଲେ। ତେବେ ମଧ୍ୟକ୍ରମର ବ୍ୟାଟସମ୍ୟାନ ବେଶ କିଛି କରିପାରି ନଥିଲେ। ଶେଷ ଭାଗରେ ଶିବମ ଦୁବେ ୧୩ ବଲରେ ୨୬ ରନ୍‌ କରିବାରୁ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୯୬ ରନ କରିଥିଲା।

ଅଧିକ ପଢନ୍ତୁ : ଅସହାୟଙ୍କ ‘ଭଗବାନ’ଙ୍କୁ ଅଭ୍ୟାସଗତ ଅପରାଧୀ କହିଲା ବିଏମସି 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story