Advertisment

୩୦୦ ଟି-ଟ୍ୱେଣ୍ଟି ଖେଳିବାରେ ଧୋନି ପ୍ରଥମ ଭାରତୀୟ

ହାମିଲ୍‌ଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷ ସିରିଜ୍‌ର ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ନୂଆ ରେକର୍ଡ କରିଛନ୍ତି। ରବିବାର ହାମିଲ୍‌ଟନ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମାହୀ ପ୍ରଥମ ଭାରତୀୟ ଭାବେ ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଗୌରବ ହାସଲ କରିଛନ୍ତି। ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାରେ ଧୋନୀ ବିଶ୍ୱର ତ୍ରୟୋଦଶ କ୍ରିକେଟର୍‌। ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର୍‌ କାଇରନ୍‌ ପୋଲାର୍ଡ ୪୪୬ ମ୍ୟାଚ୍‌ ଖେଳି ଏହି ତାଲିକାର ସର୍ବାଗ୍ରେ […]

author-image
Premananda Dash
ଅଦ୍ୟତନ ହୋଇଛି
୩୦୦ ଟି-ଟ୍ୱେଣ୍ଟି ଖେଳିବାରେ ଧୋନି ପ୍ରଥମ ଭାରତୀୟ

dhoni

ହାମିଲ୍‌ଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷ ସିରିଜ୍‌ର ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ନୂଆ ରେକର୍ଡ କରିଛନ୍ତି। ରବିବାର ହାମିଲ୍‌ଟନ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମାହୀ ପ୍ରଥମ ଭାରତୀୟ ଭାବେ ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଗୌରବ ହାସଲ କରିଛନ୍ତି।

Advertisment

୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାରେ ଧୋନୀ ବିଶ୍ୱର ତ୍ରୟୋଦଶ କ୍ରିକେଟର୍‌। ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର୍‌ କାଇରନ୍‌ ପୋଲାର୍ଡ ୪୪୬ ମ୍ୟାଚ୍‌ ଖେଳି ଏହି ତାଲିକାର ସର୍ବାଗ୍ରେ ଅଛନ୍ତ।

ତେବେ ନିଜର ୩ଶହ ତମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଧୋନୀ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ।

Advertisment