ବଦଳିବ କି CSK କ୍ୟାପଟେନ | Odisha Reporter
ବଡ଼ ଚେତାବନୀ ଦେଲେ ଧୋନି। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇବାକୁ ସକ୍ଷମ ହୋଇଛି। ଲକ୍ଷ୍ନୌ ବିପକ୍ଷରେ ବୋଲରମାନେ ଅତିରିକ୍ତ ରନ ଦେଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
