ବଡ଼ ଚେତାବନୀ ଦେଲେ ଧୋନି। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇବାକୁ ସକ୍ଷମ ହୋଇଛି। ଲକ୍ଷ୍ନୌ ବିପକ୍ଷରେ ବୋଲରମାନେ ଅତିରିକ୍ତ ରନ ଦେଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ମହିଳା ଟି-୨୦ ବିଶ୍ୱକପ: ନିରାଶ ଭାରତ, ସେମି ଆଶା ମଉଳିଲା
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ କରିଥିବା ଏହାର ଜବାବରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଲଢ଼େଇ କରିଥିଲେ ହେଁ ଦଳକୁ ମ୍ୟାଚ ଜିତାଇ ପାରି ନଥିଲେ।
Cricket
ମହିଳା ଟି-୨୦ ବିଶ୍ୱକପ: କର ବା ମର ମ୍ୟାଚ୍ରେ ଭାରତକୁ ୧୫୨ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
ସାରଜାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଗ୍ରେସ ହାରିସଙ୍କ ୪୦ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୧ ରନ କରିଛି।
Hockey
ହକି ଇଣ୍ଡିଆ ଲିଗ: ହରମନପ୍ରୀତ ସବୁଠାରୁ ଦାମୀ, ଏହି ଟିମକୁ ଗଲେ ଅମିତ ରୋହିଦାସ
ଓଡ଼ିଶାର ଅମିତ ରୋହିଦାସ ଏଚଆଇଏଲରେ ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ।
Cricket
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବିଦା ହେଲେ ବାବର ଆଜମ!
ମୁଲତାନରେ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଚୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ବାବର ଆଜମଙ୍କୁ ଦ୍ୱିତୀୟ ଟେଷ୍ଟ ସ୍କ୍ୱାଡରୁ ବିଦା କରି ଦେଇଛି।
Cricket
ବଡ଼ ବିଜୟ ସହ ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ
ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ।