ଆସନ୍ତାକାଲିଠାରୁ ଜାତୀୟ ସିନିଅର ଆଥଲେଟିକ୍ସ ଚାମ୍ପିଅନଶିପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜାତୀୟ ସିନିଅର ଆଥଲେଟିକ୍ସ ଚାମ୍ପିଅନଶିପ। କଳିଙ୍ଗ ଷ୍ଟାଡିୟମ୍‌ରେ ଏନେଇ ପହଞ୍ଚିଛନ୍ତି ଖେଳାଳି। ଏସିଆନ୍‌ ଗେମ୍ସରେ ଭାରତ ପାଇଁ ଗୌରବ ଆଣିଥିବା ପଦକ ବିଜେତାଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ। ତେବେ ବିଶ୍ୱ ଚାମ୍ପିଅନ୍‌ ଜାଭେଲିନ୍‌ ଥ୍ରୋର ନିରୋଜ ଚୋପ୍ରା, ସ୍ପ୍ରିଣ୍ଟର ହିମା ଦାସ ଓ ଦୂତି ଚାନ୍ଦ ଏହି ଚାମ୍ପିଅନ୍‌ଶିପରେ ଅଂଶ ଗ୍ରହଣ କରୁନାହାନ୍ତି। ଚାମ୍ପିଅନ୍‌ଶିପରେ ଓଡ଼ିଶାରୁ ଆନ୍ତର୍ଜାତିକ ଆଥଲେଟ୍ ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀଙ୍କ ସହ […]

kalinga

kalinga

Rakesh Mallick
  • Published: Monday, 24 September 2018
  • Updated: 26 September 2018, 08:35 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜାତୀୟ ସିନିଅର ଆଥଲେଟିକ୍ସ ଚାମ୍ପିଅନଶିପ। କଳିଙ୍ଗ ଷ୍ଟାଡିୟମ୍‌ରେ ଏନେଇ ପହଞ୍ଚିଛନ୍ତି ଖେଳାଳି। ଏସିଆନ୍‌ ଗେମ୍ସରେ ଭାରତ ପାଇଁ ଗୌରବ ଆଣିଥିବା ପଦକ ବିଜେତାଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ।
ତେବେ ବିଶ୍ୱ ଚାମ୍ପିଅନ୍‌ ଜାଭେଲିନ୍‌ ଥ୍ରୋର ନିରୋଜ ଚୋପ୍ରା, ସ୍ପ୍ରିଣ୍ଟର ହିମା ଦାସ ଓ ଦୂତି ଚାନ୍ଦ ଏହି ଚାମ୍ପିଅନ୍‌ଶିପରେ ଅଂଶ ଗ୍ରହଣ କରୁନାହାନ୍ତି। ଚାମ୍ପିଅନ୍‌ଶିପରେ ଓଡ଼ିଶାରୁ ଆନ୍ତର୍ଜାତିକ ଆଥଲେଟ୍ ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀଙ୍କ ସହ ୧୫ଜଣ ଆଥଲେଟ ଭାଗ ନେବେ।
ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ୪ ଦିନିଆ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଆଥଲେଟିକ୍ସ ସଂଘ ଏବଂ କ୍ରୀଡା ସଂଗଠନରୁ ପ୍ରାୟ ୬୦୦ ଆଥଲେଟ୍ ଏଥିରେ ଭାଗ ନେଉଛନ୍ତି।

https://youtu.be/aSraVLwLCeM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story