ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜାତୀୟ ସିନିଅର ଆଥଲେଟିକ୍ସ ଚାମ୍ପିଅନଶିପ। କଳିଙ୍ଗ ଷ୍ଟାଡିୟମ୍ରେ ଏନେଇ ପହଞ୍ଚିଛନ୍ତି ଖେଳାଳି। ଏସିଆନ୍ ଗେମ୍ସରେ ଭାରତ ପାଇଁ ଗୌରବ ଆଣିଥିବା ପଦକ ବିଜେତାଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ।
ତେବେ ବିଶ୍ୱ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋର ନିରୋଜ ଚୋପ୍ରା, ସ୍ପ୍ରିଣ୍ଟର ହିମା ଦାସ ଓ ଦୂତି ଚାନ୍ଦ ଏହି ଚାମ୍ପିଅନ୍ଶିପରେ ଅଂଶ ଗ୍ରହଣ କରୁନାହାନ୍ତି। ଚାମ୍ପିଅନ୍ଶିପରେ ଓଡ଼ିଶାରୁ ଆନ୍ତର୍ଜାତିକ ଆଥଲେଟ୍ ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀଙ୍କ ସହ ୧୫ଜଣ ଆଥଲେଟ ଭାଗ ନେବେ।
ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ୪ ଦିନିଆ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଆଥଲେଟିକ୍ସ ସଂଘ ଏବଂ କ୍ରୀଡା ସଂଗଠନରୁ ପ୍ରାୟ ୬୦୦ ଆଥଲେଟ୍ ଏଥିରେ ଭାଗ ନେଉଛନ୍ତି।
https://youtu.be/aSraVLwLCeM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।