ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ଦ୍ୱିତୀୟ ଥ୍ରୋରେ ସେ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ଜିତିଛନ୍ତି ସିଲଭର ମେଡାଲ। ସେହିଭଳି ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ରୌପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରା କଣ କହିଥିଲେ ଶୁଣନ୍ତୁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ବ୍ୟାନ ହେବେ କ୍ରିକେଟର ମାର୍ନସ ଲାବୁଶେନ!
ମ୍ୟାଚ୍ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।
Cricket
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କଲା ବାଂଲାଦେଶ
ଭାରତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।
Hockey
କୋରିଆକୁ ମାତ ଦେଲା ଅପରାଜେୟ ଭାରତୀୟ ହକି ଟିମ
ଶେଷ ଗ୍ରୁପ ମ୍ୟାଚ୍ରେ(ଶନିବାର) ଭାରତୀୟ ହକି ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
Cricket
ICC ଟେଷ୍ଟ ରାଙ୍କିଙ୍ଗ: ଟପ୍ ୫କୁ ଫେରିଲେ ରୋହିତ ଶର୍ମା
ବୁଧବାର ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ରୋହିତଙ୍କ ସାଥୀ ଖେଳାଳି ବିରାଟ କୋହଲି ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି।
Hockey
ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତୀୟ ହକି ଟିମ, ମାଲେସିୟା ବିପକ୍ଷରେ ଗୋଲ ବର୍ଷା
ଡିଫେଣ୍ଡିଂ ଚାମ୍ପିୟନ ଭାରତ ୮-୧ରେ ମାଲେସିୟାକୁ ପରାସ୍ତ କରି ନିଜର ଅପରାଜୟ ଧାରା ବଳବତ୍ତର ରଖିଛି।