କଳିଙ୍ଗ ଷ୍ଟାଡିଅମରେ ଶେଷ ହୋଇଥିବା ଜାତୀୟ ଫେଡେରେସନ ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ ନିରାଶ କଲେ କିଶୋର ଜେନା।
ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ। କିଶୋର ଖାଲି ହାତରେ ଫେରିଲେ। ୨୦୧୭ରେ କଳିଙ୍ଗ ଷ୍ଟାଡିଅମ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ସ୍ଟାର ଜିତିଥିଲେ। ଦ୍ୱିତୀୟ ସ୍ଥାନରେ DP ମନୁ ସନ୍ତୁଷ୍ଟ ରହିଛନ୍ତି।
Also Read
ଓଡ଼ିଶା ପାଇଁ ଶ୍ରାବଣୀ ନନ୍ଦ ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିଣିଥିବା ବେଳେ ପୁରୁଷ ଶହେ ମିଟର ଦୌଡ଼ ରେ ଅନିମେଷ କୁଜୁର ରୋପ୍ୟ ପଦକ ଜିତିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଆଇପିଏଲ୍ ଅକ୍ସନରେ ୧୩ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ
ଆଇପିଏଲ୍ ଅକ୍ସନରେ ୧୩ ବର୍ଷର ବାଳକଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟରେ ଲାଗିବ ବିଡ୍-ଫାଇଟ୍। ଆଇପିଏଲରେ ପ୍ରବେଶ କରିବାରେ ସର୍ବକନିଷ୍ଠ ଖେଳାଳି ହେବେ ବୈଭବ ସୂର୍ଯ୍ୟବଂଶୀ।
Sports
ପର୍ଥ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା
ଭାରତ ‘ଏ’ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ସମୟରେ ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ଯୁବ ବ୍ୟାଟର ଶୁବମନ ଗିଲ୍ ଆହତ। ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚରୁ ପଡ଼ିବେ ବାଦ।
Sports
'ଚାମ୍ପିୟନ୍ସ ଟ୍ରଫି ଟୁର୍' ନୂଆ କାର୍ଯ୍ୟସୂଚୀ ଜାରି, ପିଓକେକୁ ବାଦ ଦେଲା ଆଇସିସି
ଚାମ୍ପିୟନ୍ସ ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି ଆଇସିସି। ଏଥିରେ ପିଓକେର କୌଣସି ସହର ନାହିଁ।
Hockey
ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ
ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।
Cricket
ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍ ଇଣ୍ଡିଆ
ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।