Advertisment

ସ୍ୱର୍ଣ୍ଣ ଜିତିଲେ ନିରୋଜ ଚୋପ୍ରା

ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ

author-image
Biswajit Samal
Niraj Chopra

Niraj Chopra

କଳିଙ୍ଗ ଷ୍ଟାଡିଅମରେ ଶେଷ ହୋଇଥିବା ଜାତୀୟ ଫେଡେରେସନ ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ ନିରାଶ କଲେ କିଶୋର ଜେନା।

Advertisment

ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ। କିଶୋର ଖାଲି ହାତରେ ଫେରିଲେ। ୨୦୧୭ରେ କଳିଙ୍ଗ ଷ୍ଟାଡିଅମ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ସ୍ଟାର ଜିତିଥିଲେ। ଦ୍ୱିତୀୟ ସ୍ଥାନରେ DP ମନୁ ସନ୍ତୁଷ୍ଟ ରହିଛନ୍ତି।

ଓଡ଼ିଶା ପାଇଁ ଶ୍ରାବଣୀ ନନ୍ଦ ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିଣିଥିବା ବେଳେ ପୁରୁଷ ଶହେ ମିଟର ଦୌଡ଼ ରେ ଅନିମେଷ କୁଜୁର ରୋପ୍ୟ ପଦକ ଜିତିଲେ।

Advertisment
Javelin Throw