Advertisment

ପ୍ୟାରିସ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲା ଆମେରିକା

୨୦ ବର୍ଷ ପରେ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ଜିତିଛି ଆମେରିକା।

Athletes

Athletes

Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ବିରଳ ରେକର୍ଡ। ଆମେରିକାର ଦୌଡ଼ ତାରକା ନୋଆ ଲାଇଲ୍ସ ଏହି ରେକର୍ଡ କରିଛନ୍ତି। ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ନୋଆ ଲାଇଲ୍ସ।

Advertisment

ଶେଷ ମୁହୂର୍ତ୍ତରେ ରୋଚକୀୟ ଢଙ୍ଗୀରେ ଜାମିକାର କିଶାନେ ଥମ୍ପସୋନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ନୋଆ। ମାତ୍ର ୦.୦୦୫ ସେକେଣ୍ଡ ବ୍ୟବାଧାନରେ ନୋଆ ଏହି ବିଜୟ ହାସଲ କରିଛନ୍ତି।

ସେ ୯. ୭୮୪ ସେକେଣ୍ଡରେ ୧୦୦ ମିଟର ରେସକୁ ଅତିକ୍ରମ କରି ଥିବାବେଳେ ଦ୍ୱିତୀୟରେ ଥିବା କିଶାନେ ଥମ୍ପନନ ୯. ୭୮୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୦.୦୦୫ ସେକେଣ୍ଡ ରହିଥିଲେ।

Advertisment

ଏହି ବିଜୟ ସହ ଆମେରିକା ୨୦ ବର୍ଷ ପରେ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇଛି। ନୋଆଙ୍କ ପୂର୍ବରୁ ୨୦୦୪ରେ ଜଷ୍ଟିନ ଗଟଲିନ ଆଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ। 

Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe