ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା

ଆଥେନ୍ସ: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି।  ଗତକାଲି ଗ୍ରୀସ୍‌ରେ ଶେଷ ହୋଇଥିବା ହେଲାସ ଓପନ୍ ଇଣ୍ଟରନ୍ୟାସନାଲ୍ ମହିଳା ଡବଲ୍ସ ବ୍ୟାଟ୍‌ମିଣ୍ଟନରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ସୁନୀଲ ଆରତୀ ସାରା ଚାମ୍ପିଅନ୍ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

rituparna

Rakesh Mallick
  • Published: Monday, 22 October 2018
  • , Updated: 22 October 2018, 08:31 AM IST

ଆଥେନ୍ସ: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି।  ଗତକାଲି ଗ୍ରୀସ୍‌ରେ ଶେଷ ହୋଇଥିବା ହେଲାସ ଓପନ୍ ଇଣ୍ଟରନ୍ୟାସନାଲ୍ ମହିଳା ଡବଲ୍ସ ବ୍ୟାଟ୍‌ମିଣ୍ଟନରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ସୁନୀଲ ଆରତୀ ସାରା ଚାମ୍ପିଅନ୍ ହୋଇଛନ୍ତି।

ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

Related story