ଏସିଆନ୍‌ ପାରା ଗେମ୍ସ: ଓଡ଼ିଆ ଝିଅ ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୦ ମିଟର ଦୌଡ଼ରେ ଜୟନ୍ତୀଙ୍କୁ ଏହି ପଦକ ମିଳିଛି। ଏଥିପାଇଁ ଜୟନ୍ତୀ ୨୭.୪୫ ସେକେଣ୍ଡ ସମୟ ନେଇଥିଲେ। ଚିନ୍‌ର ଲି ଲୁ ୨୫. ୮୨ ସେକେଣ୍ଡ ଓ ୱାଙ୍ଗ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଏବେ ସୁଦ୍ଧା ଭାରତ ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ […]

asian-games

asian-games

Rakesh Mallick
  • Published: Tuesday, 09 October 2018
  • Updated: 09 October 2018, 01:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୦ ମିଟର ଦୌଡ଼ରେ ଜୟନ୍ତୀଙ୍କୁ ଏହି ପଦକ ମିଳିଛି। ଏଥିପାଇଁ ଜୟନ୍ତୀ ୨୭.୪୫ ସେକେଣ୍ଡ ସମୟ ନେଇଥିଲେ।
ଚିନ୍‌ର ଲି ଲୁ ୨୫. ୮୨ ସେକେଣ୍ଡ ଓ ୱାଙ୍ଗ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି।
ଏବେ ସୁଦ୍ଧା ଭାରତ ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story