ଏସିଆନ୍ ଗେମ୍ସ୍: ୧୦୦ ମିଟର୍ ଫାଇନାଲ୍ରେ ଦୂତୀ ଚାନ୍ଦ୍
ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ତାରକା ଦୂତୀ ଚାନ୍ଦ୍ ଫାଇନାଲ୍ରେ ପହଞ୍ଚିଛନ୍ତି।
ଆହୁରି ପଢ଼ନ୍ତୁ
ରବିବାର ୧୦୦ ମିଟର୍ ମହିଳା ଟ୍ରାକ୍ ହିଟ୍-୨ରେ ଦୂତୀ ୧୧.୪୩ ସେକେଣ୍ଡରେ ଏହି ଦୂରତ୍ୱକୁ ଅତିକ୍ରମ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍ରେ ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ।
୧୦୦ ମିଟର୍ ମହିଳା ଦୌଡ଼ର ଫାଇନାଲ୍ ଆଜି ରାତି ୭ଟା ୪୦ରେ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।