ଏସିଆନ୍ ଗେମ୍ସ୍‌: ୧୦୦ ମିଟର୍‌ ଫାଇନାଲ୍‌ରେ ଦୂତୀ ଚାନ୍ଦ୍‌

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ତାରକା ଦୂତୀ ଚାନ୍ଦ୍ ଫାଇନାଲ୍‌ରେ ପହଞ୍ଚିଛନ୍ତି। ରବିବାର ୧୦୦ ମିଟର୍‌ ମହିଳା ଟ୍ରାକ୍‌ ହିଟ୍‌-୨ରେ ଦୂତୀ ୧୧.୪୩ ସେକେଣ୍ଡରେ ଏହି ଦୂରତ୍ୱକୁ ଅତିକ୍ରମ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍‌ରେ ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ୧୦୦ ମିଟର୍‌ ମହିଳା ଦୌଡ଼ର ଫାଇନାଲ୍‌ ଆଜି ରାତି ୭ଟା ୪୦ରେ ହେବ।

dutti

Rakesh Mallick
  • Published: Sunday, 26 August 2018
  • , Updated: 26 August 2018, 12:57 PM IST

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ତାରକା ଦୂତୀ ଚାନ୍ଦ୍ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ରବିବାର ୧୦୦ ମିଟର୍‌ ମହିଳା ଟ୍ରାକ୍‌ ହିଟ୍‌-୨ରେ ଦୂତୀ ୧୧.୪୩ ସେକେଣ୍ଡରେ ଏହି ଦୂରତ୍ୱକୁ ଅତିକ୍ରମ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍‌ରେ ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ।

୧୦୦ ମିଟର୍‌ ମହିଳା ଦୌଡ଼ର ଫାଇନାଲ୍‌ ଆଜି ରାତି ୭ଟା ୪୦ରେ ହେବ।

Related story