ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଦିଲ୍ଲୀ ପୁଲିସ୍ ଏବେ ସୁଶୀଲ କୁମାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଜାମିନବିହୀନ ପରୱାନା ଜାରି କରିଛି । ରେସଲର୍ ସାଗରଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ୍ ରେସଲର୍ ଫେରାର ହୋଇଥିବା ସୁଶୀଲ କୁମାରଙ୍କୁ ଖୋଜଛି । ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି […]

Sushil-Kumar

Sushil-Kumar

Ranjit Kumar Jena
  • Published: Sunday, 16 May 2021
  • Updated: 24 May 2021, 04:56 PM IST

Sports

Latest News

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଦିଲ୍ଲୀ ପୁଲିସ୍ ଏବେ ସୁଶୀଲ କୁମାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଜାମିନବିହୀନ ପରୱାନା ଜାରି କରିଛି । ରେସଲର୍ ସାଗରଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ୍ ରେସଲର୍ ଫେରାର ହୋଇଥିବା ସୁଶୀଲ କୁମାରଙ୍କୁ ଖୋଜଛି ।

ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି । ଯେଉଁ କାରଣରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି ।

ଛତ୍ରସାଲ ଷ୍ଟାଡିୟମରେ ଜୁନିୟର ରେସଲର୍ ସାଗର ରାଣାଙ୍କ ସହ ହୋଇଥିବା ମାରପିଟ୍ ଏବଂ ପରେ ତାଙ୍କର ହତ୍ୟା ସମୟରେ ସୁଶୀଲ କୁମାର ଓ ତାଙ୍କର କିଛି ସାଥୀ ଉପସ୍ଥିତ ଥିଲେ । ଘଟଣାସ୍ଥାନରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କୁ ସନ୍ଧାନ କରୁଛି । ପୁଲିସ୍ କିଛି ଦିନ ତଳେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ଅର୍ଥାତ୍ ଏଲଓସିର ନୋନିଟ୍ କରିଥିଲା । ଯାହା ପରେ ସୁଶୀଲ କୁମାର ଦେଶ ବାହାରକୁ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story