ଋତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ନାଁ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଶଟଲର୍ ଋତପର୍ଣ୍ଣା ପଣ୍ଡା ୨୦୨୧ ବର୍ଷ ଲାଗି ଏକଲବ୍ୟ ପୁରସ୍କାର ପାଇବେ। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୯ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ଋତପର୍ଣ୍ଣାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର। ଋତପର୍ଣ୍ଣା ୨୦୧୯ରୁ ୨୦୨୧ ମଧ୍ୟରେ ବହୁ ଅନ୍ତର୍ଜାତୀୟ […]

rutaparna-panda

rutaparna-panda

Ranjit Kumar Jena
  • Published: Sunday, 24 October 2021
  • Updated: 24 October 2021, 06:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ନାଁ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଶଟଲର୍ ଋତପର୍ଣ୍ଣା ପଣ୍ଡା ୨୦୨୧ ବର୍ଷ ଲାଗି ଏକଲବ୍ୟ ପୁରସ୍କାର ପାଇବେ। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୯ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ଋତପର୍ଣ୍ଣାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର।

ଋତପର୍ଣ୍ଣା ୨୦୧୯ରୁ ୨୦୨୧ ମଧ୍ୟରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଋତପର୍ଣ୍ଣାଙ୍କ ସମେତ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ସମ୍ବର୍ଦ୍ଧିତ କରାଯିବ। ଉଭୟ ପ୍ୟାରୀ ଓ ସ୍ୱସ୍ତିଙ୍କୁ ୫୦ ହଜାର ଲେଖାଏଁ ଓ ମାନପତ୍ର ମିଳିବ ବୋଲି ଆଜି ଘୋଷଣା କରାଯାଇଛି। ଗତବର୍ଷ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି। ସେ ୨୦୧୮ରେ ହେଲାସ୍ ଓପନ୍ ଓ ୨୦୧୯ରେ ଘାନା ଇଣ୍ଟରନ୍ୟାଶନାଲରେ ଡବଲ୍ସ ଟାଇଟଲ୍ ଜିତିଥତବା ବେଳେ ନେପାଳ ଇଣ୍ଟରନ୍ୟାଶନାଲ (୨୦୧୯), ବାଂଲାଦେଶ ଇଣ୍ଟରନ୍ୟାଶନାଲ୍ (୨୦୧୯) ଓ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ଚ୍ୟାଲେଞ୍ଜ (୨୦୨୧)ରେ ରନର୍ସଅପ୍ ହୋଇଥିଲେ।

ସେହିପରି ମିକ୍ସଡ୍ ଡବଲ୍ସରେ ଋତପର୍ଣ୍ଣା ଘାନା ଇଣ୍ଟରନ୍ୟାଶନାଲରେ ଟାଇଟଲ୍ ଜିତିଥିବା ବେଳେ ଲାଗୋସ ଇଣ୍ଟରନ୍ୟାଶନାଲରେ ରନର୍ସଅପ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story