Advertisment

T20 World Cup : ପାକିସ୍ତାନର ଫୁଟାଣି ଭାଙ୍ଗିଲା, ଭାରତ ସହିତ ଖେଳିବ

author-image
Jitendra Garnayak
PCB

ଭାଙ୍ଗିଲା ପାକିସ୍ତାନର ମୁହଁ ଫୁଟାଣି। ନେଲା ୟୁ ଟର୍ଣ୍ଣ। ଟି-୨୦ ବିଶ୍ଵକପରେ ଭାରତ ସହିତ ଖେଳିବାକୁ ହେଲା ରାଜି। ଭାରତ ସହିତ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଅନୁମତି ଦେଲେ ପାକିସ୍ତାନ ସରକାର। ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷରେ ଖେଳିବ। 

Advertisment

ଭାରତ ସହିତ ଖେଳିବାକୁ ଅମଙ୍ଗ ଥିବା ପାକିସ୍ତାନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ତାର ନିଷ୍ପତ୍ତି ବଦଳାଇଛି। ଲାହୋରରେ ଏହି ବୈଠକ ବସିଥିଲା। ଏଥିରେ ଆଇସିସି ପ୍ରତିନିଧିଙ୍କ ସହିତ ପିସିସି ଓ ବାଂଲାଦେଶ କ୍ରିକେଟ ବୋର୍ଡ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ। 

ବାଂଲାଦେଶ ବିବାଦ ଭିତରେ ପାକିସ୍ତାନ ସ୍ଥିତିକୁ ଆହୁରି ଗୋଳିଆ କରିବାକୁ ଚେଷ୍ଟା କରିଥିଲା। ଆଉ ଆରମ୍ଭ କରିଥିଲା ବୈକଟ ନାଟକ। 

Advertisment