Advertisment

ଭାରତର ଲଜ୍ଜାଜନକ ପରାଜୟ: ପାକିସ୍ତାନ ହାତେଇଲା ଚାମ୍ପିୟନ୍ସ ଟ୍ରଫି

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ। ଭାରତକୁ ୧୮୦ ରନରେ ପରାସ୍ତ କରି ପାକିସ୍ତାନ ଚାମ୍ପିୟନ୍ସଟ୍ରଫିକୁ ନିଜ ନାଁରେ କରିଛି। ପାକିସ୍ତାନର ଏହା ଏକ ଐତିହାସିକ ବିଜୟ। ପ୍ରଥମ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି ପାକିସ୍ତନ। ଭାରତ ପ୍ରଥମେ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୩୩୮ରନ୍‌ର ଏକ ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭାରତର ଲଜ୍ଜାଜନକ ପରାଜୟ: ପାକିସ୍ତାନ ହାତେଇଲା ଚାମ୍ପିୟନ୍ସ ଟ୍ରଫି

pakistan won

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ। ଭାରତକୁ ୧୮୦ ରନରେ ପରାସ୍ତ କରି ପାକିସ୍ତାନ ଚାମ୍ପିୟନ୍ସଟ୍ରଫିକୁ ନିଜ ନାଁରେ କରିଛି। ପାକିସ୍ତାନର ଏହା ଏକ ଐତିହାସିକ ବିଜୟ। ପ୍ରଥମ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି ପାକିସ୍ତନ।

Advertisment

ଭାରତ ପ୍ରଥମେ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୩୩୮ରନ୍‌ର ଏକ ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ୧୫୮ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ପାଣ୍ଡ୍ୟା ସର୍ବାଧିକ ୭୬ରନ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ତିଷ୍ଟି ପାରିନଥିଲେ। ଏହି ପରାଜୟ ଭାରତୀୟ ଫ୍ୟାନ୍‌ଙ୍କୁ ବେଶ ନିରାଶ କରିଛି।