Advertisment

ଶୁଟିଂରେ ଇତିହାସ ରଚିଲେ ରମିତା ଜିନ୍ଦଲ, ଫାଇନାଲରେ ପ୍ରବେଶ

ପ୍ୟାରିସ ଅଲିମ୍ପିକ୍ସ ଶୁଟିଂ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିଛନ୍ତି ରମିତା।

ଅଦ୍ୟତନ ହୋଇଛି
Ramita Jindal

Ramita Jindal

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ରମିତା ଜିନ୍ଦଲ। ଶୁଟିଂ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିଛନ୍ତି ରମିତା। ପ୍ରଥମ ଥର ପାଇଁ ମହିଳା 10ମି ଏୟାର ରାଇଫଲରେ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ରମିତା।

Advertisment

ରମିତା ଏହି ରେକର୍ଡ ସହ ମହିଳା ଶୁଟର୍ ଭାବେ ଗତ 20 ବର୍ଷ ମଧ୍ୟରେ ମେଡାଲ ରାଉଣ୍ଡରେ ପ୍ରବେଶ କରିବାରେ ଦ୍ୱିତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ମନୁ ଭାକର ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସେହିପରି ରମିତା ମଧ୍ୟ 2004 ପରେ ମହିଳା ରାଇଫଲ ଶୁଟର ଭାବେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛନ୍ତି। ରମିତାଙ୍କ ପୂର୍ବରୁ ତାଙ୍କ କୋଚ୍ ସୁମା ଶିରୁର ଏହି ସୌଭାଗ୍ୟ ଅର୍ଜନ କରିଥିଲେ। 

Advertisment
Paris Olympics Olympics 2024 Ramita Jindal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe