ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ଏହି ବିଜୟ ଭେଟି ଦେଇଛନ୍ତି।
ଏହି ବିଜୟ ସହ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ମଧ୍ୟ ଭାରତକୁ ଦୁଇଟି ବ୍ରୋଞ୍ଜ ମିଳିଥିଲା। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର ପ୍ରଥମ ଭ୍ରୋଞ୍ଜ ଭେଟି ଦେଇଥିଲେ।
Also Read
ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ମିଳିଥିଲା। ମିକ୍ସଡ ଇଭେଣ୍ଟରେ ମଧ୍ୟ ମନୁ ଭାକର ସାମିଲ ଥିଲେ। ସେ ଓ ସରବଜୋତ ସିଂହ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଥିଲେ।
ବର୍ତ୍ତମାନ ସୁଦ୍ଧା କେବଳ ଶୁଟିଂରେ ମେଡାଲ ଆସି ଥିବାବେଳେ ଅନ୍ୟ ଇଭେଣ୍ଟ ଉପରେ ନଜର ରହିଛି। ଆଜି ଇଭେଣ୍ଟର ଷଷ୍ଠ ଦିନରେ ହକି, ତୀରନ୍ଦାଜୀ, ଦୌଡକୁଦ ଓ ଅନ୍ୟାନ୍ୟ ପ୍ରତିଯୋଗିତା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।
Cricket
ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଲେ ଅଶ୍ୱିନ୍
୩୮ ବର୍ଷ ବୟସରେ ସେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି।
Cricket
ଆଇସିସି ରାଙ୍କିଙ୍ଗ: ଉଭୟ ଦିନିକିଆ ଓ ଟି-୨୦ର ଟପ୍ ୩ରେ ଭାରତର ସ୍ମୃତି ମନ୍ଧାନା
ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ରାଙ୍କିଙ୍ଗରେ ଏପରି ଫାଇଦା ମିଳିଛି।