ଭାରତରେ ଖେଳିବାକୁ ବିସିସିଆଇ ଆମକୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରିଛି: ପିସିବି ମୁଖ୍ୟ

କରାଚି: ଡିସେମ୍ବରରେ ଭାରତରେ ସିରିଜ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଟିମକୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରିଛି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ)। ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ଶହାରୟାର ଖାନ୍। ସେ କହିଛନ୍ତି ଯେ ଶୁକ୍ରବାର ବିସିସିଆଇ ସଭାପତି ଶଶାଙ୍କ ମନୋହର ତାଙ୍କୁ ଫୋନ୍ କରିଥିଲେ। ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜକୁ ଭାରତ ସରକାର ଅନୁମତି ଦେଇଥିବା ସେ କହିଥିଲେ। ତେବେ ଏହି ସିରିଜ ଭାରତରେ ଖେଳାଯିବା ପାଇଁ […]

pcb-chief

pcb-chief

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 01:53 PM IST

Sports

Latest News

କରାଚି: ଡିସେମ୍ବରରେ ଭାରତରେ ସିରିଜ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଟିମକୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରିଛି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ)। ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ଶହାରୟାର ଖାନ୍। ସେ କହିଛନ୍ତି ଯେ ଶୁକ୍ରବାର ବିସିସିଆଇ ସଭାପତି ଶଶାଙ୍କ ମନୋହର ତାଙ୍କୁ ଫୋନ୍ କରିଥିଲେ। ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜକୁ ଭାରତ ସରକାର ଅନୁମତି ଦେଇଥିବା ସେ କହିଥିଲେ। ତେବେ ଏହି ସିରିଜ ଭାରତରେ ଖେଳାଯିବା ପାଇଁ ଅନୁମତି ଦିଆଯାଇଛି। ୟୁଏଇରେ ଦୁଇ ଦେଶ ମଧ୍ୟରେ ସିରିଜ୍ ଖେଳାଯିବାକୁ ଅଗ୍ରାହ୍ୟ କରି ଦିଆଯାଇଛି।

ପିସିବି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ‘ପାକିସ୍ତାନ କ୍ରିକେଟ୍ ଟିମକୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ବିସିସିଆଇ ପ୍ରତିଶ୍ରୁତି ଦେଇଛି। ମୋହାଲି ଓ କୋଲକାତା ଭଳି ସ୍ଥାନରେ ମ୍ୟାଚ୍ କରାଯିବାକୁ ବିସିସିଆଇ କହିଛି। ଏହି ସ୍ଥାନଗୁଡ଼ିକରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କୌଣସି ସମସ୍ୟା ନାହିଁ।’

ସେ କହିଛନ୍ତି, ‘ ପାକିସ୍ତାନର ହୋମ୍ ସିରିଜ୍ ଭାରତରେ ଖେଳା ଯିବା ସତ୍ତ୍ୱେ ଯେପରି ପିସିବିର ରାଜସ୍ୱହାନି ହେବ ନାହିଁ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ।’

ତେବେ ପିସିବି ମୁଖ୍ୟ କହିଛନ୍ତି ଯେ ଏ ସବୁ ସତ୍ତ୍ୱେ ସେ ୟୁଏଇରେ ସିରିଜ୍ କରିବାକୁ ଶଶାଙ୍କ ମନୋହରଙ୍କୁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ଓ ପିସିବି ମଧ୍ୟରେ ହୋଇଥିବା ଏମଓୟୁ ଅନୁଯାୟୀ ୟୁଏଇରେ ସିରିଜ୍ କରାଯିବାକୁ ସେ ପୁଣି ଥରେ କହିଛନ୍ତି।

ଶହାରୟାର ଖାନ୍ କହିଛନ୍ତି ଯେ ଶଶାଙ୍କ ମନୋହରଙ୍କ ପ୍ରସ୍ତାବକୁ ସେ ଗ୍ରହଣ କରିପାରିବେ ନାହିଁ କି ଅଗ୍ରାହ୍ୟ ବି କରିପାରିବେ ନାହିଁ। ଏନେଇ କେବଳ ପିସିବିର ଗଭର୍ଣ୍ଣିଂବଡି ମିଟିଂରେ ନିଷ୍ପତ୍ତି ନେଇ ପାରିବ। ନଭେମ୍ବର ୧୭ରେ ଏହି ବୈଠକ ବସିବ। ସେଥିରେ ଏହା ପରେ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story