india_nz_hockey
Advertisment
ନେଲସନ(ନ୍ୟୁଜିଲାଣ୍ଡ): ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪ ଟିକିଆ ହକି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ୨-୦ ଗୋଲରେ ପରାସ୍ତ ହୋଇଛି ଭାରତ। ଖେଳ ଆରମ୍ଭ ହେବାର ପ୍ରଥମ ୫ ମିନିଟରେ ନିକ୍ ହେଇଗ୍ ଓ ୨୭ ମିନିଟରେ ଜୋରେଡ୍ ପୋନଚିଆ ଦୁଇଟି ଗୋଲ ଦେଇ ଭାରତକୁ ପରାଜୟର ଦ୍ୱାର ଦେଖାଇଥିଲେ। ପୂରା ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ଖେଳାଳିମାନେ ପ୍ରଭାବ ବିସ୍ତାର କରିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/india_nz_hockey.jpg)