ଏସିଆନ୍‌ ଗେମ୍ସ: ଫାଇନାଲ୍‌ରେ ହାରିଲେ ସିନ୍ଧୁ

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍ସ ବର୍ଗରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଅବଶ୍ୟ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଜୀନ୍‌ ତାଇପେଇର ତାଇ ଜୁ ୟିଙ୍ଗଙ୍କ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌କୁ ସିନ୍ଧୁ ୨୧-୧୩, ୨୧-୧୬ ସେଟ୍‌ରେ ହାରି ଯାଇଛନ୍ତି।

pv

Rakesh Mallick
  • Published: Tuesday, 28 August 2018
  • , Updated: 28 August 2018, 09:45 AM IST

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍ସ ବର୍ଗରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଅବଶ୍ୟ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଜୀନ୍‌ ତାଇପେଇର ତାଇ ଜୁ ୟିଙ୍ଗଙ୍କ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌କୁ ସିନ୍ଧୁ ୨୧-୧୩, ୨୧-୧୬ ସେଟ୍‌ରେ ହାରି ଯାଇଛନ୍ତି।

Related story