Advertisment

ରାଞ୍ଚିରେ ହେବ ଏଚଆଇଏଲର ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍

ନୂଆଦିଲ୍ଲୀ: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)। ଭୁବନେଶ୍ୱରଠାରେ ଏହାର ଉଦଘାଟନୀ ମ୍ୟାଚ୍ ଭୁବନେଶ୍ୱରଠାରେ ଖେଳା ଯିବାକୁ ଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ରାଞ୍ଚିର ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯିବ। ଫେବୃଆରୀ ୨୦ ତାରିଖରେ ସେମିଫାଇନାଲ୍ ମ୍ୟାଚଗୁଡ଼ିକ ଖେଳା ଯିବାକୁ ଥିବା ବେଳେ ୨୧ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ। ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଲାନର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ ମଧ୍ୟରେ […]

ରାଞ୍ଚିରେ ହେବ ଏଚଆଇଏଲର ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍

birsa-munda

Advertisment

ନୂଆଦିଲ୍ଲୀ: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)। ଭୁବନେଶ୍ୱରଠାରେ ଏହାର ଉଦଘାଟନୀ ମ୍ୟାଚ୍ ଭୁବନେଶ୍ୱରଠାରେ ଖେଳା ଯିବାକୁ ଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ରାଞ୍ଚିର ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯିବ। ଫେବୃଆରୀ ୨୦ ତାରିଖରେ ସେମିଫାଇନାଲ୍ ମ୍ୟାଚଗୁଡ଼ିକ ଖେଳା ଯିବାକୁ ଥିବା ବେଳେ ୨୧ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।

Advertisment

ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଲାନର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ ମଧ୍ୟରେ ଖେଳା ଯିବ। ଡିଫେଣ୍ଡିଂ ଚାମ୍ପିଅନ୍ ରାଞ୍ଚି ରେଜ୍ ଗତବର୍ଷର ରନର୍ସ ଅପ୍ ପଂଜାବ ୱାରିୟର ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ ଜାନୁଆରୀ ୧୯ରେ ଚଣ୍ଡିଗଡ଼ରେ ଖେଳା ଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe