ଡୋପ ଟେଷ୍ଟରେ ବିଫଳ ହେବା ପରେ ଦୂତି ଚାନ୍ଦଙ୍କ ଖୁଲାସା, କହିଲେ ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲି। ଏନେଇ ନିଜେ ସୂଚନା ଦେଇଛନ୍ତି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତି ଚାନ୍ଦ କହିଛନ୍ତି । ଦୂତୀ ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ରୋହିତ ଶର୍ମା ଆଇସିସି ଟି-୨୦ ଟିମର ଅଧିନାୟକ, ଫାଇନାଲ ଜିତାଇଥିବା ବିରାଟଙ୍କ ନାଁ ନାହିଁ
ଆଶ୍ଚର୍ଯ୍ୟଜନ ଭାବେ ପାକିସ୍ତାନର ବ୍ୟାଟର ବାବର ଆଜମଙ୍କୁ ଆଇସିସି ଟି-୨୦ ଟିମରେ ସୁଯୋଗ ମିଳିଛି। କିନ୍ତୁ ଭାରତକୁ ଟି-୨୦ ବିଶ୍ୱକପ ଜିତାଇଥିବା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଆଇସିସି ଟିମରେ ରଖି ନାହିଁ।
Cricket
୭୩ ବର୍ଷର ଇତିହାସରେ ପ୍ରଥମ ଘଟଣା: କେଉଁ ସବୁ ରେକର୍ଡ କଲେ ପାକିସ୍ତାନର ନୋମାନ ଅଲୀ?
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନୋମାନ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।
Cricket
କାହିଁକି କୌଣସି ଭାରତୀୟଙ୍କୁ ICCର ଶ୍ରେଷ୍ଠ ଦିନିକିଆ ଦଳରେ ମିଳିଲାନି ସୁଯୋଗ?
ଭାରତୀୟ ଟିମ ୨୦୨୪ ବର୍ଷରେ ଗୋଟିଏ ହେଲେ ବି ଦିନିକିଆ ମ୍ୟାଚ୍ ଜିତି ପାରି ନାହିଁ।
Cricket
ଶିଖର ଧୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଷ୍ଟରେ ଯୋଡ଼ି ହେବେ କି ବୀରେନ୍ଦ୍ର ସେହୱାଗ?
ୟୁଜି ଚହଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାନ ଚର୍ଚ୍ଚା ଲାଗି ରହିଛି। ୟୁଜି ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଏବେ ସବୁ କିଛି ଠିକ ଠାକ ନଥିବା କୁହାଯାଉଛି।
Cricket
ରୋହିତ, ରାହାଣେ ଓ ଦୁବେଙ୍କୁ ଆଉଟ କରି ଚର୍ଚ୍ଚାରେ ୬ ଫୁଟ ୪ ଇଞ୍ଚର ବୋଲର ଉମର ମୀର
ଆଜି ୩୧ ବର୍ଷୀୟ ଉମର ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପେସ୍ ଓ ବାଉନ୍ସ ମାଧ୍ୟମରେ ସେ ନିୟମିତ ଭାବେ ମୁମ୍ବାଇର ବ୍ୟାଟରମାନଙ୍କୁ ଘାଇଲା କରି ଚାଲିଥିଲେ।