ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଦୂତି ଚାନ୍ଦ

  • Published: Saturday, 19 August 2023
  • , Updated: 19 August 2023, 12:22 PM IST

ଡୋପ ଟେଷ୍ଟରେ ବିଫଳ ହେବା ପରେ ଦୂତି ଚାନ୍ଦଙ୍କ ଖୁଲାସା, କହିଲେ ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲି। ଏନେଇ ନିଜେ ସୂଚନା ଦେଇଛନ୍ତି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତି ଚାନ୍ଦ କହିଛନ୍ତି । ଦୂତୀ ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।

Related story