ବିରଳ: ଗୋଟିଏ ବଲ୍‌ରେ ୧୭ ରନ୍‌,ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: କ୍ରିକେଟ୍‌ରେ ସବୁ କିଛି ସମ୍ଭବ। ହେଲେ ଏମିତି ଘଟଣା ଘଟିବା ହୁଏତ ଆପଣ କେବେ ଶୁଣି ନଥିବେ। ଗୋଟିଏ ଓଭର୍‌ରେ ୩୬ରୁ ଅଧିକ ରନ୍‌ ହେବା କଥା ଆପଣ ଶୁଣିଥିବେ। ହେଲେ ଗୋଟିଲ ଲିଗାଲ ବଲ୍‌ରେ ୧୭ ରନ୍‌ ହେବା କେବେ ଶୁଣି ନଥିବେ କିମ୍ବା ଦେଖି ନଥିବେ। ତେବେ ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ ବାଶରେ ଦେଖିବାକୁ ମିଳିଛି। ହୋବାର୍ଟ ହୁରିକେନ୍ସ ପକ୍ଷରୁ ଖେଳୁଥିବା ରିଲେ ମେରେଡିଥ ଏଭଳି ଗୋଟିଏ […]

e

e

Hemant Lenka
  • Published: Friday, 08 February 2019
  • Updated: 08 February 2019, 04:29 PM IST

Sports

Latest News

ମେଲବର୍ଣ୍ଣ: କ୍ରିକେଟ୍‌ରେ ସବୁ କିଛି ସମ୍ଭବ। ହେଲେ ଏମିତି ଘଟଣା ଘଟିବା ହୁଏତ ଆପଣ କେବେ ଶୁଣି ନଥିବେ। ଗୋଟିଏ ଓଭର୍‌ରେ ୩୬ରୁ ଅଧିକ ରନ୍‌ ହେବା କଥା ଆପଣ ଶୁଣିଥିବେ। ହେଲେ ଗୋଟିଲ ଲିଗାଲ ବଲ୍‌ରେ ୧୭ ରନ୍‌ ହେବା କେବେ ଶୁଣି ନଥିବେ କିମ୍ବା ଦେଖି ନଥିବେ। ତେବେ ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ ବାଶରେ ଦେଖିବାକୁ ମିଳିଛି।

ହୋବାର୍ଟ ହୁରିକେନ୍ସ ପକ୍ଷରୁ ଖେଳୁଥିବା ରିଲେ ମେରେଡିଥ ଏଭଳି ଗୋଟିଏ ବଲ୍‌ରେ ୧୭ ରନ୍‌ ଦେବାର ରେକର୍ଡ କରିଛନ୍ତି। ଗୁରୁବାର ରାତିରେ ମେଲବର୍ଣ୍ଣ ରେନେଗାଡେସ ଓ ହୋବାର୍ଟ ହୁରିକେନ୍ସ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏହି ମ୍ୟାଚ୍‌ର ପ୍ରଥମ ଓଭର୍‌ରେ ମେରେଡିଥ ଏମିତି ଏକ ରେକର୍ଡ କରିଛନ୍ତି। ପୂରା ଓଭର୍‌ରେ ସେ ୨୩ ରନ୍‌ ଦେଇଥିଲେ ହେଁ ଗୋଟିଏ ଲିଗାଲ ବଲ୍‌ରେ ୧୭ ରନ୍‌ ବ୍ୟୟ କରିଛନ୍ତି।

ଏମିତି ଥିଲା ପୂରା ଓଭର୍‌

ମେରେଡିଥଙ୍କ ପ୍ରଥମ ବଲ୍‌ଟିକୁ ବ୍ୟାଟସ୍‌ମ୍ୟାନ୍‌ ମାର୍କସ ହ୍ୟାରିସ ସମ୍ମୁଖୀନ ହୋଇଥିଲେ। ଏହି ବଲରେ କୌଣସି ରନ୍ ହୋଇନଥିଲା। ଦ୍ୱିତୀୟ ବଲ୍‌ଟି ମଧ୍ୟ ବେଶ ଶାଣିତ ଢଙ୍ଗରେ ସେ ବୋଲିଂ କରିଥିଲେ। ଏଥିରେ ମଧ୍ୟ କୌଣସି ରନ୍‌ ହୋଇ ନଥିଲା।

୩ୟ ବଲ୍‌ରେ ହ୍ୟାରିସ୍ ଏକ ରନ୍ ନେଇ ନନ୍ ଷ୍ଟ୍ରାଇକ୍‌ରେ ଥିବା ଆରୋନ୍ ଫିଞ୍ଚକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲେ। ଓଭରର ୪ର୍ଥ ବଲରୁ ହିଁ ଅସଲି ଡ୍ରାମା ଆରମ୍ଭ ହୋଇଥିଲା।

ଏକ ଲେନ୍ଥ ବଲ୍‌କୁ ଫିଞ୍ଚ ଖେଳିବାକୁ ସକ୍ଷମ ହୋଇ ନଥିଲେ। କିନ୍ତୁ ଏହା ନୋ ବଲ୍‌ ହୋଇଥିଲା। ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଫ୍ରି ହିଟ୍‌ ମିଳିଥିଲା।

ଏହି ବଲ୍‌ଟିକୁ ମେରେଡିଥ ୱାଇଡ୍‌ ପକାଇଥିଲେ। ବଲ୍‌ଟି ଏତେ ବାହାରେ ଥିଲା ଯେ ଏହା ୫ ରନ୍‌ ହୋଇଯାଇଥିଲା। ଫ୍ରି ହିଟ୍‌ଟି ପୁଣି କାଏମ ରହିଥିଲା। ଏହି ବଲଟି ମଧ୍ୟ ମେରେଡିଥ ନୋ ବଲ୍‌ କରିଥିଲେ। ଅର୍ଥାତ ୧ ରନ୍‌ ମିଳିବା ସହ ବଲଟ୍‌ ଫିଞ୍ଚଙ୍କ ବ୍ୟାଟ୍‌ର ଧାରରେ ବାଜି ୪ ରନ୍ ହୋଇଯାଇଥିଲା। ବଲ୍‌ଟି ନୋ ବଲ୍‌ ଥିବାରୁ ଫିଞ୍ଚକୁ ପୁଣି ଫ୍ରି ହିଟ୍‌ ମିଳିଥିଲା।

ଏହି ବଲ୍‌ଟି ମଧ୍ୟ ନୋ ବଲ୍‌ ହୋଇଥିଲା। ବଲ୍‌ଟି ଫୁଲଟସ୍‌ ଥିବାରୁ ଏହାକୁ ଫିଞ୍ଚ ୪ ମାରିଥିଲେ। ନୋ ବଲ ପାଇଁ ପୁଣି ଫ୍ରି ହିଟ୍‌ ମିଳିଥିଲା। ତେବେ ଏହି ବଲ୍‌ଟି ଲିଗାଲ ହୋଇଥିଲା ଏବଂ ଏଥିରେ ୧ ରନ୍‌ ହୋଇଥିଲା। ଅର୍ଥାତ ସେ ଗୋଟିଏ ଲିଗାଲ ବଲ୍‌ରେ ୧୭ ରନ୍‌ ଦେଇଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1093457919729819648

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story